Find the Best sambalpuriquotes Shayari, Status, Quotes from top creators only on Nojoto App. Also find trending photos & videos about sambalpuri love shayari photo, will love sam savre mp3, odia sambalpuri song a to z 320, sambalpuri song a to z, passion and poetry sam peckinpah,
Soumya Ranjan Mishra
Read 👉🏻 *caption*— % & #ପ୍ରେମର୍_ଛବି #imageoflove 👇🏻 ଦେଖୁନ୍ ଦେଖୁନ୍ ଟୁକେଲ୍ ଚେହେରା ଭର୍ମି ଯାଏସି ହୁଋଦ୍ ବାଉରା ଭାବିନେସି ପୂରା ନିଜର୍, ଆଏଁଖ୍ କେ ଆଏଁଖ୍ ଦେଇ ଚହଁରା ସର୍ମି ଯାଏସି ମନ୍ ଭଅଁରା ଚାଖିନେସି ମିଠା ଜ଼ହର୍ *।*
#ପ୍ରେମର୍_ଛବି #imageoflove 👇🏻 ଦେଖୁନ୍ ଦେଖୁନ୍ ଟୁକେଲ୍ ଚେହେରା ଭର୍ମି ଯାଏସି ହୁଋଦ୍ ବାଉରା ଭାବିନେସି ପୂରା ନିଜର୍, ଆଏଁଖ୍ କେ ଆଏଁଖ୍ ଦେଇ ଚହଁରା ସର୍ମି ଯାଏସି ମନ୍ ଭଅଁରା ଚାଖିନେସି ମିଠା ଜ଼ହର୍ *।* #Reality #Emotions #lovequotes #Sambalpuri #odiawritings #sambalpuriquotes
read moreSoumya Ranjan Mishra
ଭାବର୍ କଥା ୨ ପଦ୍... ଜ୍ଞାନ୍ ଲାଗି ମାନ୍ ଆଏ ମାନ୍ ଲାଗି ନୁହେ ଜ୍ଞାନ୍ ସବୁ ମାୟା-ଭରମ୍ ଆଏ ତୋର୍-ମୋର୍ ପାଲେ ଅଜ୍ଞାନ୍... #life #thoughts #emotions #sambalpuriquotes #yqsambalpuri #love #wisdom
life thoughts #Emotions #sambalpuriquotes #yqsambalpuri love #wisdom
read moreSoumya Ranjan Mishra
ସଭେ କହେସନ୍ ଦୁନିଆଁ ଗୋଲ୍ ମୁଇଁ କହେସିଁ ଚେପ୍ଟା ସଭେ ଆନ୍ ପଏସାର୍ ଭୋଲ୍ ମୁଇଁ ଆଏଁ ପ୍ରେମ୍-ଲପ୍ଟା...💕 #thoughts #odiawritings #sambalpuriquotes #koshli #yqodia #world #life #love
thoughts #odiawritings #sambalpuriquotes #Koshli #yqodia #world life love
read moreSoumya Ranjan Mishra
ଆସୁଛେ ନୂଆଁଖାଇ ଧାନ୍ ମାନ୍ ସମ୍ମାନ୍ ନେଇ ସୁଖ୍ ଦୁଃଖ୍ ର ଜୀବନ୍ ବହି ପଢ଼ମା ସଭେ ସାଂଗେ ରହି ଜୀବନର୍ କାଏଁ ଆଏତ୍ ରେ ଭାଇ ଆଏଜ୍ ଅଛେ ସେ କାଏଲ୍ କେ ନାଇ ହଁସି ହଁସି ସବୁ ଦୁଃଖ୍ ସହି ସୁଖ୍ ପାଏମା ଜୁହାର୍ କହି #ନୂଆଁଖାଇ #nuakhai #sambalpuriquotes #koshli #life #festival #odiawritings #love
#ନୂଆଁଖାଇ #NUAKHAI #sambalpuriquotes #Koshli life #Festival #odiawritings love
read moreJyotshna Rani Sahoo
ଦିଲ୍ ସୁନା ମୁଡେ ପଥର ବାହାରେ ଟାନ୍ ନରମ୍ ମନ୍ ଭିତର ଆସଲେ ଘାଏ କେହି ପାସରି ନାଇ ପାରନ୍ ସବୁର୍ ମୁହେ ତାର୍ ଗୁନ୍ ଚାଖଲେ ଘାଏ ନାଇ ଭୁଲ ଆମର ହେଡୁଆ କରଡି ତୁନ୍। ଆମର ଭାଷା ମିଠା ମିଠା ଲଗେଇ ଦେସି ମୋହନି ଅଠା ଲୁକେ ଜାନସନ୍ ଆମକେ କେତେ ଯାହାର ମନ୍ ବଡ଼ ଯେତେ ଆମର୍ ଦରବ୍ ହାଥେ ବଢ଼ା ପ୍ରେମ୍ ର ରଙ୍ଗ ଦିହେ ଚଢା। ସମ୍ବଲପୁରୀ କପଡ଼ା ଦେଖି ଲୁଭେଇ ଯିବା ତୁମହର ଆଖି ଯାହାକେ ଯେତେ ମନ୍ଦିର ମାନେ ପୂଜା ପାଏସନ୍ତ୍ ସବକର୍ ମନେ ଲାଗସି ଗୁଟେ ସରଗ୍ ଜେନ୍ତା ସବକୁ ସାହା ସମଲେଇ ମାତା। Sambalpuri day ❤️❤️ Sanjita Pradhan Sunita Sahoo nirmalya swain Nihar ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏 ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ। #sambalpuriquotes #sampalpuriday
Sambalpuri day ❤️❤️ Sanjita Pradhan Sunita Sahoo nirmalya swain Nihar ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏 ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ। #sambalpuriquotes #sampalpuriday
read moreJyotshna Rani Sahoo
ନା ତୁଇ କହି ପାର୍ ସୁ ନା ମୁଇ ତତେ ଜୁଗି ଜୁଗି ଯାଏସି ସୁଇ। ଏ ପେରେମ୍ ମତେ ମାରୁଛେ ଜିନ୍ଦା ଜେଭୁନୁ ହେଲିନ ତୋର୍ ଉପରେ ଫିଦା। ମିଲନ୍ ଆମର୍ ଭାଗେ ଲେଖିଛେ କି ନାଇ ମହାପୁରୁ ମୁହୁଥି ହସି ଆଉ ଲୁହର୍ ନଦୀ ଟେ ବହେସି ଦିଲ୍ ଭିତରୁ। #ଭାଷାକୋଶଳୀ଼ #ଭାଷାସମଲପୁରୀ #yqodia #odiakavita #odialiterature #sambalpurishyari #sambalpuriquotes #YourQuoteAndMine Collaborating with Mr Pairabi Suna
#ଭାଷାକୋଶଳୀ଼ #ଭାଷାସମଲପୁରୀ #yqodia #odiakavita #odialiterature #sambalpurishyari #sambalpuriquotes #YourQuoteAndMine Collaborating with Mr Pairabi Suna
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited