Nojoto: Largest Storytelling Platform

Best Odiaquotes Shayari, Status, Quotes, Stories

Find the Best Odiaquotes Shayari, Status, Quotes from top creators only on Nojoto App. Also find trending photos & videos about love shayari in odia, i love you odia movie video song, love shayari in odia 260, love shayari odia video song, sad love shayari odia,

  • 40 Followers
  • 285 Stories

Sai Angel Shaayari

#Sad_Status reality life quotes in hindi heart touching life quotes in hindi #Odiaquotes କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି । #Life

read more
White କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି ।

©Sai Angel Shaayari #Sad_Status  reality life quotes in hindi heart touching life quotes in hindi

#Odiaquotes 

କାହାର ସମୟ ସମାନ ରହେ ନାହିଁ ସେମାନଙ୍କୁ ମଧ୍ୟ କାନ୍ଦିବାକୁ ପଡ଼ିବ ଯେଉଁମାନେ ଅନ୍ୟମାନଙ୍କୁ କନ୍ଦେଇ ଥାନ୍ତି ।

Sai Angel Shaayari

ମାନବ ସେବା ହିଁ ଈଶ୍ୱର ସେବା। Human Service Is God's Service. #odiawritings #Odiaquotes reality life quotes in hindi positive life quotes life quotes in hindi shayari on life life quotes sad #Life

read more
ମାନବ ସେବା ହିଁ ଈଶ୍ୱର ସେବା।
Human Service Is God's Service.

©Sai Angel Shaayari ମାନବ ସେବା ହିଁ ଈଶ୍ୱର ସେବା।
Human Service Is God's Service.

#odiawritings 

#Odiaquotes  reality life quotes in hindi positive life quotes life quotes in hindi shayari on life life quotes sad

Santanu Tripathy

#DiyaSalaai #ସହରଜୀବନ #ଜୀବନ #ଏକାକୀ #Odiaquotes #odiawritings #odia #odianojoto #ଚିନ୍ତାଧାରା

read more

JulietsQuill

Judhisthir Majhi

Mamata Sau

Mamata Sau

Lipsa..👰

ଜୀବନ?? ଶୁଷ୍କ ମଲାନଈ ରେ ଉଛୁଳା ତରଙ୍ଗ ର ନିଷ୍ଫଳ ଅନ୍ୱେଷଣ #yqbaba #yqdidi5 #yqodia #Yqbhaina #Odiaquotes #yqdada #yqquotes #odiawritings YourQuote Bhaina

read more

ଵାଟଭଙ୍ଗା ସ୍ବପ୍ନ ମାନଙ୍କ ଭିତରୁ ଖୋଜି ନେବାକୁ ହୁଏ ବଞ୍ଚିବାର ବାହାନା 
ଏଇ ତ ଜୀବନ 
ପ୍ରତିଶୃତି ଆଉ ପ୍ରତାରଣା ର ଗୋଲକ ଧନ୍ଦା ରେ ଫସିଥିବା ଏକ ମିଛ ପ୍ରବଞ୍ଚନା ଜୀବନ?? 
ଶୁଷ୍କ ମଲାନଈ ରେ ଉଛୁଳା ତରଙ୍ଗ ର ନିଷ୍ଫଳ ଅନ୍ୱେଷଣ

#yqbaba #yqdidi5 #yqodia #yqbhaina #odiaquotes #yqdada #yqquotes #odiawritings YourQuote Bhaina

Chittaranjan Sahoo

ବୁଝିଲ ପ୍ରିୟା
ଚାହିଁଲେ ବି ସବୁ କିଛି ପାଇ ହୁଏନି
କିଛି ଜିନିଷ ପାଇବା ପାଇଁ
ଭାଗ୍ୟରେ ଥିବା ଦରକାର #love #life #lifequotes #fate #you #odiawritings #yqbhaina #odiaquotes

Chittaranjan Sahoo

143 । ମୋର ଫୋନର ଶେଷ  ତିନୋଟି ସଂଖ୍ୟା । ମନେପଡ଼ିଗଲା ଅତୀତର କଲେଜ ସମୟ । ତା ସହିତ ବିତେଇଥିବା ସେଇ ପାଞ୍ଚ ବର୍ଷ । ଦଶମ ପାସ କଲା ପରେ ନୁଆ ନୁଆ କଲେଜ । ନିଜକୁ ସବୁ ହିରୋ ହିରୋଇନ ଭାବୁଥିଲୁ। ଆଉ ଦିନେ chemistry ପ୍ରାକ୍ଟିକାଲ ନୋଟ ଦେଲା ବେଳେ ମୋ ନମ୍ବର ମାଗିଲା ସେ ।  ମୁଁ ତାକୁ ନମ୍ବର ଦେଲା ବାହାନାରେ 143 କହି ପରୋକ୍ଷରେ ତାକୁ ମୋ ପ୍ରେମ ନିବେଦନ କରିଥିଲି । 

ସେ ଦିନ ରାତି ପ୍ରାୟ 11.45 PM ବେଳକୁ ଫୋନ ଟୁଁ ଟୁଁ ହେଲା । ଦେଖିଲା ବେଳକୁ ଗୋଟେ ଅଜଣା ନମ୍ବରରୁ ମେସେଜ ଆସିଥିଲା । କଣ କରୁଚ ? ମୁଁ ତାର ପ୍ରତିଉତ୍ତରରେ  ମେସେଜରେ ପଚାରିଲି କିଏ ? ସେ କହିଲା ମୁଁ ହେଲି ସିଏ ଯାହାକୁ ତମେ I love you କହିଥିଲ । ମୁଁ ପୁଣି ପଚାରିଲି ରାତି ବେସି ହେଲାଣି ମୋ ନିଦ ଖରାପ କରନି ସିଧା ସିଧା କୁହ କିଏ କହୁଛ ବୋଲି । ସେ କହିଲା ତମର ହି ଏକା ନିଦ ଖରାପ ହେଇ ଯାଉଛି । ମୁଁ ହେଲି ସିଏ ଯାହାକୁ ତମେ କଲେଜରେ 143 ନମ୍ବର ଦେଇଥିଲ । ମୁଁ ଜାଣେ ତମେ ମତେ ଭଲ ପାଉଛ ବୋଲି I love you too । ତାର ସେ ମେସେଜ ମୋର ନିଦ ପୁରା ଖରାପ କରିଦେଇ ଥିଲା ।

ପେଁ ପେଁ । ପେଁ ପେଁ । ଵସ୍ ର ହର୍ଣ୍ଣରେ ପ୍ରକୃତିସ୍ଥ ହେଲି । ମୁଁ କହିଲି ହଁ ଏବେ ବି ଅଛି । ଵସ୍ ଭିତରେ ବାଜୁଥିବା ଗୀତଟି କାନରେ ପଡ଼ିଲା । ଆଉ ତା ଆଖି ବି ଠିକ୍ ସେଇ କଥା ପଚାରୁଥିଲା । ଆମ ଭିତରେ କିଛି ଅଛି କି ? ଆମ ଭିତରେ କିଛି ଅଛି କି ? ହଁ କିଛି ଅଛି କିଛି ତ ଅଛି । 
 #stories #yqbaba #yqdidi #yqbhaina #yqquotes #odiawritings #odiaquotes
loader
Home
Explore
Events
Notification
Profile