Nojoto: Largest Storytelling Platform

Best rajguru Shayari, Status, Quotes, Stories

Find the Best rajguru Shayari, Status, Quotes from top creators only on Nojoto App. Also find trending photos & videos about avni or raj love shayari images, bhagat singh rajguru sukhdev quotes in hindi, characters of the novel coolie by mulk raj anand 10, splendours of the raj, bhagat singh rajguru sukhdev shayari,

  • 112 Followers
  • 285 Stories

Rajguru

#ବାସ୍_ଖୋଜିବ #ରାଜଗୁରୁ #rajguru #ପ୍ରେମ

read more
White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru #ବାସ୍_ଖୋଜିବ #ରାଜଗୁରୁ #Rajguru

Rajguru

White “ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ, 
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ”

©Rajguru #GoodMorning #rajguru

Rajguru

#ଇଚ୍ଛା #rajguru #ଚିନ୍ତାଧାରା

read more
White ବେଳେ ବେଳେ ଏମିତି ଅନେକ କଥାକୁ 
ଇଚ୍ଛା ବିରୁଦ୍ଧରେ ନିଜ ଭିତରେ ଚାପି ରଖିବାକୁ ହୁଏ।।

©Rajguru #ଇଚ୍ଛା #rajguru

Rajguru

White ସମୟ ଆଉ ପରିସ୍ଥିତିକୁ ସାମ୍ନା କରିପାରିଲେ ଯାତ୍ରା ସୁଗମ ହେବା ନିଶ୍ଚିତ।

©Rajguru #Thinking #ଭାବନା #rajguru

Rajguru

#ପ୍ରେମପରିଭାଷା #ରାଜଗୁରୁ #rajguru

read more
White ୱାଉ 🙋‍♂️
ସବୁ ପାହାନ୍ତ ରେ ତୁମେ ଆସ 
ଦେଇଯାଅ ସବୁ ପ୍ରଶ୍ନର ଉତ୍ତର 
ବୁଝେଇ ଦେଇ ଯାଅ ମୋତେ 
ପ୍ରତାରଣା ପୂର୍ବର ପ୍ରେମ 
ବିରହ ପରର ଯାତନା 
ତୁମବିନା ତୁମକୁ ଅନୁଭବେ 
ମୋ ହୃଦୟର ନିବୃତ୍ତ କୋଣରେ 
ପ୍ରେମର ସେ ପହିଲି ପୁଳକରେ।।
💕💕💕

©Rajguru #ପ୍ରେମପରିଭାଷା #ରାଜଗୁରୁ #Rajguru

Rajguru

#Krishna #ଜନ୍ମାଷ୍ଟମୀ #ରାଜଗୁରୁ #rajguru #ସମାଜ

read more

Rajguru

#ବିଶ୍ଵାସ #trustbroken #rajguru #ଜୀବନ

read more
White ଯେବେ ବିଶ୍ୱାସକୁ ଆଡ଼େଇ 
ପାଦ ଆଗକୁ ବଢ଼ିଯାଏ, 
ଶଦ୍ଦ ସବୁ 
ଆପେ ଆପେ ନୀରବି ଯାଆନ୍ତି 😔

©Rajguru #ବିଶ୍ଵାସ #trustbroken #rajguru

Rajguru

#ସମୟ #rajguru #ଜୀବନ

read more

Rajguru

Rajguru

#sad_shayari #ସମୟ #rajguru #ରାଜଗୁରୁ #ଜ୍ଞାନ

read more
loader
Home
Explore
Events
Notification
Profile