Find the Best siny Shayari, Status, Quotes from top creators only on Nojoto App. Also find trending photos & videos about siny=xcos(a+y), siny=xsin(a+y), siny, sinyar, sinya,
koushik lenka
ତମେ ମୋ ମନ ବଗିଚା ର ପାରିଜାତ କୁମୁଦିନୀ, ତମ ଛବି ନିଇତି ମଣ୍ଡନ କରେ ଖବର କାଗଜ ଦୈନନ୍ଦିନୀ ପକ୍ଷୀ ଠୁ ନିରୀହ ନଦୀ ଠୁ ଆହୁରି ସ୍ରୋତ ପ୍ରସବିନୀ, ପ୍ରେମ ର ଲଳନା ତୁମେ ଖୁବ୍ ମନ ମୋହିନୀ ମୋ ଦିନ ଆରମ୍ଭେ ପଢ଼ି ତୁମ ସର୍ଜନୀ, କିଏ କହେ ତମେ ଜୋଛନା ଭରା ରଜନୀ ଓଃ ତମ ବୋର୍ଡ଼ ସାର୍ଟିଫିକେଟ ରେ ଲେଖା ଅଛି "ସନ୍ତୋଷିନୀ" A small #naming #poetry Gifts to #santosini_ojha #siny didi
A small #Naming poetry Gifts to #santosini_ojha #siny didi
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited