Find the Best ଓଡିଆ Shayari, Status, Quotes from top creators only on Nojoto App. Also find trending photos & videos about
jagamohan Pradhan
ହାତେ ଲଙ୍ଗଳ ବିହନ ଗଉଣି କ୍ଷେତ ମୁଣ୍ଡରେ ପୂଜି ଚାଷ କରି ସେ ବିହନ ଯେ ବୁଣି ଶୁଭ ଆରମ୍ଭ କରେ ଆଜି। ସୁନାର ଫସଲ ପଳାଇବା ପାଇଁ କ୍ଷେତ ମାଗଇ ପାଣି ଚଷା ଭାଇ ସବୁ ପୁରଣ କରଇ କ୍ଷେତ ମନ ସେ ଜାଣି। ଦିନେ ଫଳିବ ସୁନାର ଫସଲ ହସି ଉଠିବ କ୍ଷେତ ଚଷା ଭାଇ ପାଇଁ ସବୁଠାରୁ ବଡ଼ ଅକ୍ଷୟ ତୃତୀୟା ଯାତ। ©jagamohan Pradhan #odiawritings #ଅକ୍ଷୟତୃତୀୟା #ଓଡିଆ
#odiawritings #ଅକ୍ଷୟତୃତୀୟା #ଓଡିଆ
read moreAnita Patra
ଯାହାପାଇଁ ଏଇ ଜୀବନ ପାଇଲି, ଯାହାଙ୍କ ପାଇଁ ଏ ଦୁନିଆ ଦେଖିଲି । ଯାହା ହାତଧରି ଛିଡା ମୁଁ ହେଲି, ଧୀରେଧୀରେ ପୁଣି ଚାଳିବା ଶିଖିଲି। ସେଇତ ମୋର ବାପା ।। ସେଇତ ମୋର ବାପା ।। ଯାହା ସାଥେ ରହି କହିବା ଜାଣିଲି, ଯାହା ସାଥେ ପୁଣି ଗାଇବା ଶିଖିଲି। ଯାହା ପାଇଁ ଆଜି ଅଗ୍ରସର ହେଲି, ଯାହାଙ୍କ କୃପାରୁ ଶିକ୍ଷାଲାଭ କଲି । ସେଇତ ମୋର ବାପା ।। ସେଇତ ମୋର ବାପା ।। ଅନିତା ପାତ୍ର #yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ
#Yqbhaina#ଓଡିଆ କବିତାଟିଏ # ଓଡିଆଭାଷାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ
read moreswetasumanmishra
ପିଲାବେଳେ ଖେଳୁଥିବା ଅଗଣା ମଧ୍ଯ ଚୀରସ୍ଥାୟୀ ନୁହେଁ । ©swetasumanmishra #ପିଲାଦିନ #କବିତା #ଓଡିଆ #Dark
Sangha Mitra Raiguru
ଉପଦେଶ ଦେବା ବଡ ସହଜ କିନ୍ତୁ ତାକୁ ନିଜ ଉପରେ ଲାଗୁ କରିବା ଖୁବ୍ ମୁସ୍କିଲ୍ ©Sangha Mitra Raiguru #reality #quotes #thoughts #opinion#ଓଡିଆ #sunrays
Priya Prayash
Prema Bandhana (Part-6) | ପ୍ରେମ ବନ୍ଧନ (ଷଷ୍ଠ ଅଂଶ) #odia #odianojoto #ଓଡ଼ିଆ #ଓଡିଆ #Odisha #nojotoodia #nojotoodisha #story #Stories #Love
read morePriya Prayash
Car festival of Lord Jagannath at Puri Dham, Odisha in the year of 1928 #nojotonews nojoto❤ #odianojoto #nojotoodia #nojatohindi #nojota #nojotoenglish #ଓଡିଆ #lord
read morePriya Prayash
Maya Marichika (Part- 4) #odia #odianojoto #ଓଡିଆ #story #Stories #nojotoodia #nojotoodisha nojoto❤ #nojotonews #Life
read moreSilpa Das
ଶାଶ୍ଵତ ପ୍ରେମ ର ନିବିଡ ରଚନା ହୃଦ ପଦ୍ମେ ଛବି ଅଙ୍କା ବିରହ ବ୍ୟଥା ର ଅକୁହା ବେଦନା ଆଖି ଧାରେ ହୁଏ ଲେଖା। ©Silpa Das #2#ପଦ #ଓଡିଆ#କବିତା
2#ପଦ #ଓଡିଆ#କବିତା
read more