Nojoto: Largest Storytelling Platform

Best ରଥଯାତ୍ରା Shayari, Status, Quotes, Stories

Find the Best ରଥଯାତ୍ରା Shayari, Status, Quotes from top creators only on Nojoto App. Also find trending photos & videos about ରଥଯାତ୍ରା 2020, ରଥଯାତ୍ରା 2019, ରଥଯାତ୍ରା 2018, ରଥଯାତ୍ରା essay, ରଥଯାତ୍ରା ଶୁଭେଚ୍ଛା,

  • 6 Followers
  • 4 Stories

Sonu Dixit

👇 ●◆● JAY JAGANNATH ●◆● °°°°°°°°°°°°°°°°° ◆ The festival celebrating here in Baripada from 445 years ◆ The 2nd oldest Rath Yatra (cart festival) after Puri . So Baripada is universally known as second ShreeKhetra after Puri . ◆ The Chariot of Devi Subhadra (Devidalan Rath) is pulls by women only . Which is makes the festival unique . #Festival #yqbaba #yqdidi #RathYatra #yqodia #Yqbhaina #ରଥଯାତ୍ରା #baripada

read more
Uniqueness of Baripada's Rath-Yatra.
👇.                            👇                         ●◆●  JAY JAGANNATH  ●◆●
                                        °°°°°°°°°°°°°°°°°

◆ The festival celebrating here in Baripada from 445 years

◆ The 2nd oldest Rath Yatra (cart festival) after Puri . So Baripada is universally known as second ShreeKhetra after Puri . 

◆ The Chariot of Devi Subhadra (Devidalan Rath) is pulls by women only . Which is makes the festival unique .

Jyotshna Rani Sahoo

Pic source - unknown #yqodia#ରଥଯାତ୍ରା#ଜଗନ୍ନାଥ

read more
ବାଜୁ ନ ବାଜୁ ଭକ୍ତି ମହୁରୀ
କାଳିଆ ଆସେ ଥିରି ଥିରି
ଟାହିଆ ସାଙ୍ଗରେ
ଟାହି ଟାପରା
ପିନ୍ଧି ନିନ୍ଦାର ଅଳଙ୍କାର
ତୁ ବିଞ୍ଚେ ପ୍ରେମ
ଦେ ପ୍ରମାଣ 
ତୋ ଅବସ୍ଥିତି ର
ବିଶ୍ଵ ଦରବାରୀ ରେ
ଯେବେ ହେଇଛୁ ଠାକୁର
ନିରାଶ୍ରା ର ରଥ ଚଢ଼ି
ବିତରେ ଆଶା ବଞ୍ଚିବାର
ତ୍ରାହି ତ୍ରାହି ଡାକରା
ରକ୍ଷା ରକ୍ଷା ଚିତ୍କାର
ୟା ଭିତରେ
ଶୁଭି ନପାରେ
ଶଙ୍ଖ ନାଦ,ଭଜନ
କିମ୍ବା ଶବଦ ଘୁଙ୍ଗୁରର
ତୁ କରିଦେ ଏଥର
ନ ମାଗିବା ଆଗରୁ ଚମତ୍କାର Pic source - unknown
#yqodia#ରଥଯାତ୍ରା#ଜଗନ୍ନାଥ

Saipada Brajamohan

#RathYatra #ରଥ #ରଥଯାତ୍ରା #ଜୟଜଗନ୍ନାଥ nojotoଓଡ଼ିଆ Ruchi sharma Sai Swarup The Dancer

read more
ରଥ ଯାତ୍ରା ରେ ଜଣେ ରାଜା ସୁନା ର ଖଡ଼ିକା ରେ ଛେରା ପହଁରା କରନ୍ତି;
କାହିଁକି ନା ନାମ ଏବଂ ସମ୍ପତ୍ତି ର ବଡ଼ିମା କୁ ବି ସେ ବଡ଼ ଠାକୁର ର ପାଦ ତଳେ ସମର୍ପଣ କରାଯାଏ ।
🙏 ଜୟ ଜଗନ୍ନାଥ 🙏
@suvam@ #RathYatra #ରଥ #ରଥଯାତ୍ରା #ଜୟଜଗନ୍ନାଥ #nojotoଓଡ଼ିଆ #Nojoto  Ruchi sharma Sai Swarup The Dancer

Satya Parida

ଘରେ ଘରେ ଜଗନ୍ନାଥ , ଘରେ ଘରେ ରଥ । #ରଥଯାତ୍ରା #rathayatra

read more
ଘରେ ଘରେ ଜଗନ୍ନାଥ , ଘରେ ଘରେ ରଥ ।।

ଗୁମୁରି କାନ୍ଦୁଛି ରଥ 
ଚାତକ ଚାହିଁଛି ପଥ 
ଆସିବେ ସିନା ସେ ନାଥ
ଭକ୍ତ ବିନା କି ଯାତ ।।

ହେଲା କି ଏ ଅବହେଳା
ଦେଖିବି ନି ଚକାଡୋଳା
ଛୁଇଁ ବି ନି ରଥଖଳା
ଲାଗିବ ତୁମର ମେଳା ।।

ଭାଗ୍ୟେ ନାହିଁ ରଥ ଟଣା
ନାହିଁ ତୋ ଅଧର ପଣା 
ସବୁ ପରା ତୋତେ ଜଣା 
ଧର୍ମ ଆଜି ବାଟ ବଣା ।।

କାନ୍ଦୁଛି ତୋ ଭକତ 
କରେ ପୁଣି ଶପଥ 
ଘରେ ଘରେ ଜଗନ୍ନାଥ
ଘରେ ଘରେ ରଥ ।।

ଘରେ ଘରେ ଜଗନ୍ନାଥ
ଘରେ ଘରେ ରଥ ।।
© satyaparida ଘରେ ଘରେ ଜଗନ୍ନାଥ , ଘରେ ଘରେ ରଥ । 
#ରଥଯାତ୍ରା #rathayatra

Satya Parida

ଜଗା ସବୁ ଦେଖୁଛି ! #ରଥଯାତ୍ରା

read more
ଜଗା ସବୁ ଦେଖୁଛି ! 

ପଣ୍ଡାଙ୍କ ମେଳରେ କିଏ ସୋଇଛି
ନବକଳେବର ମନେ ପଡୁଛି ,
ବ୍ରହ୍ମ ବିଭ୍ରାଟ ବି ମନରେ ଅଛି 
ଓଡ଼ିଆ ଜାତି ଦୁଃଖେ କହୁଛି ,
ଜଗା ସବୁ ଦେଖୁଛି, ହଁ ଜଗା ସବୁ ଦେଖୁଛି ।।

ରତ୍ନଭଣ୍ଡାରର ଚାବି ହଜିଛି
ପୋକ ଚାଉଳ ବି ଭୋଗ ଲାଗିଛି ,
ସୈାନ୍ଦର୍ଯ୍ୟକରଣ ଛାପ ଲାଗିଛି
ମନ୍ଦିର ମଠ ବି ପୁଣି ଭାଙ୍ଗିଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।  

ମଦ ଦୋକାନ ବି ଖୋଲା ପଡ଼ିଛି 
ବଡ଼ ଦେଉଳରେ ତାଲା ଝୁଲୁଛି ,
ନାଚ ଗୀତ ପାଇଁ ଦାଣ୍ଡ ଖୋଲିଛି 
ରଥଯାତ୍ରା କିନ୍ତୁ ବନ୍ଦ ହେଉଛି  ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।

ଶାସକ ବିରୋଧୀ ମେଣ୍ଟ ହୋଇଛି 
ଜଗା ସହ ପୁଣି ଖେଳ ହେଉଛି ,
କୋଟି କୋଟି ଭକ୍ତ ଆଜି କାନ୍ଦୁଛି 
ଧର୍ମ କୁ ଟିକିଏ ଡର କହୁଛି ,
ଜଗା ସବୁ ଦେଖୁଛି , ହଁ ଜଗା ସବୁ ଦେଖୁଛି ।।
© satyaparida ଜଗା ସବୁ ଦେଖୁଛି ! 
#ରଥଯାତ୍ରା


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile