କିଛି କଣ୍ଟା ଭଲ ଲାଗେ..!! କିଛି ଆଘାତ ଭଲ ଲାଗେ..!! କିଛି ଦୁଃଖ ଭଲ ଲାଗେ..!! ସପନ ର ପଥେ ପଥେ କିଛି ଅଭୁଲା ସ୍ମୃତି କୁ ମନେ ପକେଇବାକୁ ବି ଭଲ ଲାଗେ..!! ଭଲ ଲାଗେ ଦୂର ଆକାଶ ର ଜହ୍ନ..!! ଭଲ ଲାଗେ ମନ ଆଇନା ରେ ଲୁଚି ଥିବା ଛବି..!! ବେଳେ ବେଳେ ନିଜ ଭିତରେ ହଜି ଯିବାକୁ ଭଲ ଲାଗେ..!! ଭଲ ଲାଗେ ତୁମର ସେ ନିରୀହ ଚାହାଣି..!! ସତରେ ବହୁତ ଭଲ ଲାଗେ ତୁମରି ସେ ହସ..!! ©Rashmi #OneSeason