Nojoto: Largest Storytelling Platform

ମୁଁ ପଥର ନୁହେଁ..।ଯିଏ ଭଲପାଉଛି ବୋଲି ତମର ପ୍ରତିଟି କଥାକୁ

ମୁଁ ପଥର ନୁହେଁ..।ଯିଏ ଭଲପାଉଛି ବୋଲି ତମର ପ୍ରତିଟି କଥାକୁ ମୁଣ୍ଡପାତି ସହିନବ ସବୁଥର। ମୁଁ ବି ଗୋଟେ ମଣିଷ ନା।ତମର କ'ଣ ଖାଲି
 ମନ ଅଛି ।
 ଇଛା ଅଛି।
ଆତ୍ମସମ୍ମାନ ଅଛି।
ମୋର ନାହିଁ।

©Managobinda Muduli exchange
#LateNight
ମୁଁ ପଥର ନୁହେଁ..।ଯିଏ ଭଲପାଉଛି ବୋଲି ତମର ପ୍ରତିଟି କଥାକୁ ମୁଣ୍ଡପାତି ସହିନବ ସବୁଥର। ମୁଁ ବି ଗୋଟେ ମଣିଷ ନା।ତମର କ'ଣ ଖାଲି
 ମନ ଅଛି ।
 ଇଛା ଅଛି।
ଆତ୍ମସମ୍ମାନ ଅଛି।
ମୋର ନାହିଁ।

©Managobinda Muduli exchange
#LateNight