Find the Latest Status about utkala dibasa from top creators only on Nojoto App. Also find trending photos & videos about, utkala dibasa.
NIRANJAN
☸️ଉତ୍କଳ ଦିବସ ☸ ଉତ୍କଳ ଜନନୀର ସନ୍ତାନ ଆମରେ ଗାଇବା ତାହାରି ବାରତା ବୀର ପ୍ରଶବିନୀ,ଚାରୁକଳା ମହୀନି ସେ ଗାଏ ସମସ୍ତକଂ ବାର୍ତା । କେତେ ନଦୀ, ତୀର,ବିଲ, ବନ, ଗୀରି ପଲ୍ଲବ, ବିହଗ, ବିଭୂ ର କରିଥାଏ ଯଶ ଗାନ ସଂସ୍କୃତି, ପରମ୍ପରା ଭରା ଏ ଉତ୍କଳ ଭୂମି ପାଶାଣେ ଯା ଅଂକିତ ଏ ଧରା। ଖୋର୍ଧା ର ଏଠି ପାଇକ ପୁଏ ବୀର ହୋଇ ଯିଏ ଦେଖାଇ ଦିଏ ଶରୀର ଜଯରାଜ ଗୁରୁ, ବୀର ସୁରେନ୍ଦ୍ର ସାଏ ଉତ୍କଳମଣି ଗୋପବନ୍ଧୁ, ଆଶ୍ଚର୍ଯ୍ୟ ହରିହର କେତେ କେତେ ବୀର କରିଥିଲେ ସମର ଭୁଲିଯିବା ନାହିଁ ତାଙ୍କରି ଗୀର। କୋଣାର୍କ ର ସେହି ମହନୀୟ ଦୃଶ୍ୟ ପୁରୀର ଜଗନ୍ନାଥ ସେହି ପୁଣ୍ୟ ଧାମ। ବାଜିରାଉତ କଲା କରେ ଚକିତ ଦେଖାଇଦେଲେ ସେ ଆତ୍ମାର ସାବ୍ୟସ୍ତ। କେତେ କାବ୍ୟ ଓ କବିତା ଲେଖିଲେ କବିତା ଉତ୍କଳ ବିଜୟର ଲେଖିଲେ ବାରତା ଧନ୍ୟ ଉତ୍କଳ ତୁମେ ଧନ୍ୟ ଧନ୍ୟ ଉତ୍କଳ ତୁମେ ଧନ୍ୟ। 🙏🙏🙏🙏ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 UTKALA DIVAS (ଉତ୍କଳ ଜନନୀ)
UTKALA DIVAS (ଉତ୍କଳ ଜନନୀ)
read more