Find the Latest Status about kokatnur jatra ki bara song from top creators only on Nojoto App. Also find trending photos & videos about, kokatnur jatra ki bara song.
ହିନ୍ଦୁରାଜ୍ 🙏
ଗାଁ ଯାତରା ମୋ ଆସିଛି କେତେ ବୁଲାବୁଲି ନାଚ ଗୀତ ହବ ଆଖିଆଗେ ନାଚି ଯାଉଚି ଗାଁ ଯାତରା ମୋ ଆସିଛି 😁 ।। ବାହାଡ଼ାଶୁଣୀ ମା ଭାରି ପ୍ରତ୍ୟକ୍ଷା ପୂଜିଲେ ଶୁଣନ୍ତି ସବୁରି କଥା ତାଙ୍କରି ନାମରେ ଗାଁ ଟି ଗଢା ସେ ଗାଁ ରେ ଆଜି ହେବ ଯାତରା ସପ୍ତମୀ ତିଥୀ ରେ ମା ଙ୍କ ଉଭାରୁ ଏ ପର୍ବ ଆରମ୍ଭ ହୋଇଛି ଗାଁ ଯାତରା ମୋ ଆସିଛି ।। ଯେ ଯେଉଁଠି ଥିଲେ ଆସିବେ ଫେରି ଯାତ୍ରା ଦେଖିବାକୁ ଦରମା ଧରି ସବୁ ସାଂଗସାଥି ମେଳ ହୋଇବେ ନୂଆ ଜାମା ପିନ୍ଧୀ ଯାତ୍ରା ବୁଲିବେ ପଟୁଆରେ ଢୋଲ ଡିଜେ ବି ବାଜିବ ବଇନା ତ ଦିଆ ସରିଚି ଗାଁ ଯାତରା ମୋ ଆସିଛି ।। ତିନିରାତୀ ହେବ ନାଟକ ଦେଖା କଳା ମୋ ଗାଁ ର ମାଟିରେ ଲେଖା ଆରମ୍ଭ ଶେଷ ରେ ଦୁଇ ଭସାଣୀ ଏଇ ମୋ ଗାଁ ର ଯାତ୍ରା କାହାଣୀ ବର୍ଷ ପରେ ବର୍ଷ ଚାଲିଥାଉ ଯାତ ମା' ର କରୁଣା ରହିଚି ଗାଁ ଯାତରା ମୋ ଆସିଛି ।। 📖 RSS ରାଜେଶ 🙏 jatra
jatra
read more