Login to support favorite
creators
Find the Latest Status about odia jhiashayari from top creators only on Nojoto App. Also find trending photos & videos.
BIKASH RANJAN
ସେଦିନ ମଝିଛକରେ ଠିଆ ହେଇ ଫେରାଇଦେଇଥିଲେ ପାପ ନଈ ର ବନ୍ୟା ଜଳେ ବୁଡ଼ି ଯାଇ ଦିଗହରା ହେଇଯାଇଥାନ୍ତି, ଜୀବନର ଛକାପଞ୍ଝା ରେ ତାସ୍ ର ଘର ପରି ଭୁଶୁଡ଼ି ଯାଇଥାଆନ୍ତି, ଅକାରଣେ କୋଷିକୋଷି ନିଜ ଭାଗ୍ୟ ରେଖା କୁ ମୁଖାଗ୍ନୀ ଦେଇଦେଇଥାନ୍ତି। #odia