Find the Latest Status about krishnaraj singer from top creators only on Nojoto App. Also find trending photos & videos about, krishnaraj singer.
krishnaraj
White ମଣିଷ ଟାଣୁଛି ମଣିଷ ର ଗୋଡ଼ କହି ନିଜକୁ ନିସ୍ଵାର୍ଥୀ ନିଜ ସ୍ୱାର୍ଥ ପାଇଁ ବଳି ଦିଅଇ ଅନ୍ୟକୁ ବୋଲାଇ ନିଜକୁ ସ୍ୱାଭିମାନୀ ପରକୁ କୁହେ ଛାଡ଼ ଦିଅ ଲୋଭ କ୍ରୋଧ ଛାଡ଼ ମୋହ ମାୟା ସଂସାର ଏପଟେ ନିଜ ପାଇଁ ଅର୍ଥ ସଞ୍ଚଇ ଉଲ୍ଲାଶେ କାଟଇ ଜୀବନ ଗୋଟେ ଆଙ୍ଗୁଟି ଗେଞ୍ଜଇ ଅନ୍ୟକୁ ପରଖି ଅନ୍ୟର ତ୍ରୁଟି ହେଲେ ସେ ଭୁଲେ ଆଉ ତିନୋଟି ନିଜ ଦୋଷ ପରଖନ୍ତି ©krishnaraj #@krishnaraj #sad_quotes
#@krishnaraj #sad_quotes #ଶାୟାରି
read moreartist Rakesh sankhlahttps://www.instagram.com/_rakesh_sankhla_?igsh=cThpemxtNnIyYmZv