Find the Latest Status about funny chai quotes from top creators only on Nojoto App. Also find trending photos & videos about, funny chai quotes.
Subrat Kanungo
ତୁମେ କଣ ଜାଣିଥିଲ ****************** ତୁମେ କଣ ଜାଣିଥିଲ ଆଜି ସନ୍ଧ୍ୟାରେ ମେଘ ବରଷିବ ବୋଲି? ତୁମେ କଣ ଜାଣିଥିଲ, ତୁମେ ଯେଉଁ ରାସ୍ତାରେ ଯିବ, ସେଇ ରାସ୍ତାରେ ମୁଁ ଆସୁଥିବି ବୋଲି? ତୁମେ ଅବା ଜାଣିଥିଲ ଯେତେବେଳେ, ଆମ ଚାରି ଆଖିର ମିଳନ ହେବ, ଠିକ ସେତିକିବେଳେ ବିଜୁଳି ମାରିବ? ବିଜୁଳିର ଚକମକ ଆଲୁଅ କୁ ଡରି ତୁମେ ମୋତେ କୁଣ୍ଢେଇ ଧରିବ, ଆଉ ଅଜାଣତେ ଆମର ପ୍ରେମ ହୋଇଯିବ।। *******-- ©Subrat Kanungo #chai
Mr Sarfaraj Ali
KRISHNA
अहंकार दूसरों को झुकाकर खुश होता है.. संस्कार स्वयं झुककर खुश होता है..!! ©KRISHNA #chai