Find the Latest Status about odiya sayri from top creators only on Nojoto App. Also find trending photos & videos about, odiya sayri.
bindass sriya
ବନ୍ଧୁତ୍ୱ କୌଣସି Special ଲୋକଙ୍କ ସହିତ ହୋଇ ନଥାଏ.. ଯାହା ସହିତ ହୋଇଥାଏ ସେ ହିଁ special ହୋଇଥାଏ। #odiya
bindass sriya
ଅସହ୍ୟ କରେନା ଅସହ୍ୟ କରେନା ଅନ୍ୟର ଦୁଃଖକୁ ଦେଖି ନିଜେ କରୁଛୁ ଖୁସିର ପ୍ରେମ ମିଳନ କିଏ ବା ଏମିତି କରେ ଅନ୍ୟର ଦୁଃଖକୁ ଦେଖି ନିଜେ ଖେଳେ ପ୍ରେମର ଲହରୀ ସେତିକି ମିଳିଥାଏ ସେତିକି ମିଳିଥାଏ ଆଉ ଖେଳେନି ପ୍ରେମର ଏମିତି ଖେଳ ସେତିକି ଥାଉ ତୋର ମିଳନସ୍ଥଳୀ ଆରେ ପ୍ରେମୀ ଯୁଗଳ ତମ ମିଳନେ ମରୁଛି ଅନେକ ତୁମର ସନ୍ତାନ ଲାବଣ୍ୟ ରସ ପରି ଲାଗେ ତୋର ମିଳନ ତତେ କିନ୍ତୁ ମିଳନସ୍ଥଳୀରେ ହେଉଛି ମୃତ୍ୟୁ ତୋର ସନ୍ତାନର #odiya
bindass sriya
ଫୁଲ ଟିଏ ଫୁଟିଲେ ମହୁମାଛି ଯେମିତି ସନ୍ଧାନ କରି ଚାଲିଆସେ,ସେହିପରି ଆମେ ଯେତେବେଳେ ପ୍ରସିଦ୍ଧ ହେବା, କଠିନ ପରିଶ୍ରମ କରିବା ଲୋକ ଆମର ଗୁଣଗାନ କରିବେ #NojotoQuote #odiya
bindass sriya
ଯଦି କଲମ ହୋଇ କାହାର ଲେଖିପାରୁନାହଁ ତେବେ ଚେଷ୍ଟାକର ରବର ହୋଇ କାହାର ଦୁଃଖ ଲିଭାଇବବାପାଇଁ #NojotoQuote #odiya
bindass sriya
ମେହେଦି ସତରେ ପ୍ରେମର ଭାଷା ବୁଝେ ଯଦି ସେ ପ୍ରେମର ଭାଷା ନ ବୁଝିଥାନ୍ତା ନୂଆ ଥିଲେ ସେ ସୁନ୍ଦର ଆଉ ପୁରୁଣା ହେଲେ..... #odiya
bindass sriya
ନିଜର ଦୋଷ ଦର୍ବଳତାକୁ ନ ଲୁଚାଇ ତାକୁ ଅସ୍ତ୍ର କରି ଜୀବନ ରାସ୍ତାରେ ଚାଲିଲେ ସଫଳତା ନିଶ୍ଚୟ ମିଳିବ #NojotoQuote #odiya
bindass sriya
ସାଙ୍ଗ ଏମାନେ ନୁହଁନ୍ତି ଯେଉମାନେ ପକ୍ଷୀ ଭଲି ଦାନା ଖାଇ ଫୁରକିନା ଉଡିଯାନ୍ତି ପକୃତ ସାଙ୍ଗତ ସିଏ ଯିଏ ଖରାପ ସମୟରେ ପାଖରେ ଥାଇ ପାଣି ଭିତରେ ଝରି ପଡିଥିବା ଲୁହକୁ ଚିହ୍ନିପାରେ #NojotoQuote #odiya
bindass sriya
ମଣିଷ ତା’ର ଶତ୍ରୁମାନଙ୍କୁ ଜାଣିଶୁଣି ତିଆରି କରି ନ ଥାଏ। ହେଲେ ବାସ୍ତବତା ହେଉଛି, ବହୁ ସମୟରେ ଶତ୍ରୁ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ଜୀବନକୁ ଆସି ଯାଇଥାନ୍ତି #NojotoQuote #odiya
bindass sriya
ଜୀବନରେ ଯଦି କିଛି ହରାଇ ଦିଅ ତେବେ ମନ ଦୁଃଖ କରନାହିଁ ,ମନେରଖ ଗଛ ସେତେବେଳେ ପତ୍ରଝଡା ଦିଏ ଯେବେ ଗଛରେ ନୂତନ ପତ୍ର ସୁଷ୍ଟି ହୁଏ #NojotoQuote #odiya
bindass sriya
ଜଣେ ଗରିବ ହେଉ କି କୋଟିପତି ମରିବାଟା ସମସ୍ତଙ୍କ ପାଇଁ ସମାନ ସାଧାରଣ ଲୋକ କି ପ୍ରଭାବଶାଳୀ ସ୍ମଶାନଘାଟରେ ତାର ପରିଚୟ ଶବ #NojotoQuote #odiya