Nojoto: Largest Storytelling Platform

New bhagat singh rajguru sukhdev quotes Quotes, Status, Photo, Video

Find the Latest Status about bhagat singh rajguru sukhdev quotes from top creators only on Nojoto App. Also find trending photos & videos about, bhagat singh rajguru sukhdev quotes.

Stories related to bhagat singh rajguru sukhdev quotes

    LatestPopularVideo

Chaudhary JAAT

Happy birthday Bhagat Singh #Videos

read more

Rajguru

Couple #ପ୍ରେମ rajguru

read more
White ସେ ଲେଖେ 
ମୁଁ ପଢ଼େ 
ତା' କବିତା 
କବିତାରେ ଥିବା 
ତା ଅକୁହା କଥା ।।

ସେ ପଢ଼େ 
ମୁଁ ଶୁଣେ 
ମୋ କବିତା 
କବିତାରେ ଥିବା 
ମୋ ଜୀବନର ବ୍ୟଥା।

©Rajguru #Couple #ପ୍ରେମ #rajguru

Rajguru

#ବାସ୍_ଖୋଜିବ #ରାଜଗୁରୁ #rajguru #ପ୍ରେମ

read more
White ଦିନେ ତୁମେ ମୋତେ ବହୁତ୍ ଖୋଜିବ 
ଆକାଶର ବାଦଲ ଖଣ୍ଡରେ 
ଉଡ଼ିଯାଉଥିବା ପକ୍ଷୀମାନଙ୍କ କିଚିର୍ ମିଚିର୍ ଶବ୍ଦରେ 
ନୀରବତାର ଅନ୍ତଃସ୍ୱରରେ 
ବହିଯାଉଥିବା ନଈର ସ୍ରୋତରେ 
ଅଦିନିଆ ମେଘର ପାଣି ବୁନ୍ଦାରେ
ସକାଳର କଅଁଳ ଖରାର ଛାଇରେ 
ବାସ୍ ଖୋଜିବ ।।

©Rajguru #ବାସ୍_ଖୋଜିବ #ରାଜଗୁରୁ #Rajguru

Rajguru

White “ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ, 
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରରେ ଶୋଭିତ”

©Rajguru #GoodMorning #rajguru

Rajguru

#ଇଚ୍ଛା #rajguru #ଚିନ୍ତାଧାରା

read more
White ବେଳେ ବେଳେ ଏମିତି ଅନେକ କଥାକୁ 
ଇଚ୍ଛା ବିରୁଦ୍ଧରେ ନିଜ ଭିତରେ ଚାପି ରଖିବାକୁ ହୁଏ।।

©Rajguru #ଇଚ୍ଛା #rajguru

Rajguru

#ପ୍ରେମ nojoto rajguru

read more
White 
ସବୁ ପାହାନ୍ତରେ ତୁମେ ଆସ 
ଦେଇଯାଅ ସବୁ ପ୍ରଶ୍ନର ଉତ୍ତର 
ବୁଝେଇ ଦେଇ ଯାଅ ମୋତେ 
ପ୍ରତାରଣା ପୂର୍ବର ପ୍ରେମ 
ବିରହ ପରର ଯାତନା 
ତୁମବିନା ତୁମକୁ ଅନୁଭବେ 
ମୋ ହୃଦୟର ନିବୃତ୍ତ କୋଣରେ 
ପ୍ରେମର ସେ ପହିଲି ପୁଳକରେ।।

©Rajguru #ପ୍ରେମ #nojoto #rajguru

Rajguru

#ସମୟ #rajguru #ଜୀବନ

read more

Rajguru

Rajguru

#desert #ମରୁଭୂମି #rajguru #ପ୍ରେମ

read more

Rajguru

#love_shayari #କାଚଘର #rajguru #ପ୍ରେମ

read more
loader
Home
Explore
Events
Notification
Profile