Nojoto: Largest Storytelling Platform

New reading paper books vs ebooks Quotes, Status, Photo, Video

Find the Latest Status about reading paper books vs ebooks from top creators only on Nojoto App. Also find trending photos & videos about, reading paper books vs ebooks.

Stories related to reading paper books vs ebooks

    LatestPopularVideo

Tafizul Sambalpuri

ମୁଁ କିଛି ଲେଖେ ବୋଲି 
ସମସ୍ତେ ଭାବନ୍ତି
ମୁଁ ଖୁବ୍ କାନ୍ଦେ ବୋଲି 
ସମସ୍ତେ କହନ୍ତି 
ହେଲେ ଏ ସମସ୍ତ ଶବ୍ଦତ ତୁମର
ଏ ଲୁହ ମଧ୍ୟ ତୁମର
ମୁଁ କେବଳ ତାକୁ ସଂଗ୍ରହ କରିଛି
ମୋ ହୃଦୟର ସାଧା କାଗଜରେ 
ମୋ ଚକ୍ଷୁ କରୋଡରେ
ତୁମକୁ ଓ ତୁମ ଅଥୟ ଭାବନାକୁ
ବାରମ୍ବାର ପଢ଼ିବା ପରେ 
ସେଥିରେ ଥିବା ସମସ୍ତ ପ୍ରଶ୍ନକୁ
ତର୍ଜମା ପରେ ଉତ୍ତର ରଖିଛି
ଏଠି ମୋର ବୋଲି କିଛି ନାହିଁ 
ସବୁତକ କେବଳ ତୁମର
ମୁଁ କ'ଣ ମୋ ପାଇଁ କିଛି ଲେଖିପାରେ
ମୁଁ ମୋ ପାଇଁ ନା ହସିପାରେ
ମୁଁ ମୋ ପାଇଁ ନା କାନ୍ଦିପାରେ
ହଁ ମୁଁ ମତେ ଏଇତ ଚିହ୍ନଟ କରିଛି 
ତୁମର ଗୁଡ଼ାଏ ଜଟିଳ ପ୍ରଶ୍ନ ମଧ୍ୟରୁ 
ଓହ୍ଲେଇ ଦେଉଛି ସମସ୍ତ ଆଶଙ୍କାକୁ
ମୋ ଶରୀରରୁ ଗୋଟି ଗୋଟି କରି
ଯାହା ତୁମକୁ ଆଶଙ୍କିତ କରୁଛି 
ଦେଖ ମୁଁ ଏବେ ଗୋଟିଏ ସାଦା କାଗଜ
ଯେଉଁଥିରେ ଲେଖା ହେବ ଏମିତି 
ଅସଂଖ୍ୟ କାହାଣୀ, କବିତା ଓ ଗଳ୍ପ 
ଯାହା ସବୁତକ କେବଳ ତୁମର ।।

©Tafizul Sambalpuri #paper

Heer

#reading #Poetry

read more
बहुत कुछ नया मिला और मिलता रहेगा मगर वो जो 
किताबों में मिला करते थे सूखे फूल और उनकी महक,
किताब माँगने के बहाने जो रिश्ते बनते थे वो को गए कहीं, 
वो जाने अब कहा होंगे...!! 
जानबूझ कर किताब को गिरकर उठाने के बहाने, उसे देखना
जाने अब कहा होगा...!! 
किताबों के साथ के वो रिश्ते दोस्ती सब जाने कहा खो गई,
आयेगी या नहीं लौट कर...!!

©Heer #reading

sachin chamola

shxshu

Sandeep Kumar

KaviRaj Gupta

shxshu

Lovely Love

person

male vs female #Videos

read more

NILAKHYA DAS

#India VS PAKISTAN #Videos

read more
loader
Home
Explore
Events
Notification
Profile