Find the Latest Status about heavy rain in mumbai from top creators only on Nojoto App. Also find trending photos & videos about, heavy rain in mumbai.
Chreey chreey
White rani nyc in ©Chreey chreey #sad_quotes Rain 🌨️☔ nyc in
#sad_quotes Rain 🌨️☔ nyc in #Life
read moretf news 24
https://tfnews24.blogspot.com/2024/08/rajasthan-jalore-heavy-rain-news-pahadi.html ©Altaf Shaik https://tfnews24.blogspot.com/2024/08/rajasthan-jalore-heavy-rain-news-pahadi.html Aaj Ka Panchang
https://tfnews24.blogspot.com/2024/08/rajasthan-jalore-heavy-rain-news-pahadi.html Aaj Ka Panchang #Life
read moreChinmay Kumar Mishra
White ବର୍ଷା ଛିଟା ମାରେ ଶ୍ରାବଣର ସକାଳଟାରେ ଟିକେ ଟିକେ ଦେହ କୁ ସେ ଓଦା କରେ ଆଗେ ଆଗେ ଭାରି ଭଲ ଲାଗେ ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ ପାପୁଲିଏ ଲାଜରେ ଲାଜେଇ ଯାଇ ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ ସବୁଥିରୁ ନିଜକୁ ଦୂରେଇ ଦେଇ ମନେ ମନେ କହୁଥାଇ ଆଉ କେହି ତ ପଚାରୁ ନାହିଁ ମୁଁ କାହିଁ ଲେଖୁ ନାହିଁ ସତରେ ଶପଥ କରିଛି ଆକାଶକୁ ଚାହିଁ କାହା ପାଇଁ ଆଉ କେବେ ଲେଖିବି ନାହିଁ କାହା କଥା ଭାବିବି ନାହିଁ କାହାକୁ କିଛି କହିବି ନାହିଁ ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ କି କାହାକୁ ଦୋଷ ଦେବି ନାହିଁ ଚିନ୍ମୟ ମିଶ୍ର rain in morning
rain in morning
read more