Find the Latest Status about hobo game from top creators only on Nojoto App. Also find trending photos & videos about, hobo game.
Dear Past
ତୋର ମୋର ଦେଖା ହବ ଆର ଜନମ ରେ ଅଜଣା ଅଚିହ୍ନା ଅଗମ୍ୟ ପଥରେ ଯାଇଥିଲା ଥରେ ମନ ତୁମକୁ ପାଇବା ଆଶାରେ ପ୍ରିୟା ଖୋଜିଥିଲା ରାତି ଦିନ। ଅନିଦ୍ରା ଅକୁହା ଅଭୁଲା ସ୍ମୃତି ରେ ହଜିଥିଲା ଥରେ ମନ, ତୁମକୁ ପାଇବା ଆଶାରେ ପ୍ରିୟା ଦେଖିଥିଲା କେତେ ସ୍ବପ୍ନ ଚାଲୁ ଚାଲୁ ବାଟ କିଛିଦୂର ଗଲା କିଛି ରହିଗଲା ଅଧାରେ ଦେଖୁ ଦେଖୁ ସ୍ବପ୍ନ ରାତି ସରିଗଲା କିଛି ରହିଗଲା ଅଧାରେ, ଯେଉଁଠି ବି ଅଛୁ ଯେମିତି ବି ଅଛୁ ଥା ପ୍ରିୟା ତୁ ଖୁସିରେ ତୋର ମୋର ଦେଖା ହବ ଆର ଜନମ ରେ... ଆର ଜନମ ରେ.... ତୋର ମୋର ଦେଖା hobo ଆର ଜନମ ରେ... #yqbhaina
ତୋର ମୋର ଦେଖା hobo ଆର ଜନମ ରେ... #Yqbhaina
read more