Find the Latest Status about saubhagyalaxmi from top creators only on Nojoto App. Also find trending photos & videos about, saubhagyalaxmi.
JulietsQuill
#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill #lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_ju
#lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 saubhagyalaxmi_ju
read morePRAVAT Unspoken
#Rhtdm ଚାଲୁଛିnojoto #odianojoto #poem #Talk nojotoଓଡ଼ିଆ RJ Raju official #bittu Trilochan Karjee Sunita patel saubhagyalaxmi paramanik
read morePRAVAT Unspoken
#Hope #odia #Talk #nojotoodia #ଓଡ଼ିଆnojoto Suman Zaniyan Sumit alone Trilochan Karjee RJ Raju official Gufran khan Saubhagyalaxmi Pa
read morePRAVAT Unspoken
#Rhtdm #odianojoto nojotoଓଡ଼ିଆ #Sa sudam mallick Gufran khan Trilochan Karjee RJ Raju official Anuj Kumar Niranjan mahapatra Saubha
read more