Find the Latest Status about kichi from top creators only on Nojoto App. Also find trending photos & videos about, kichi.
subhankar rout
ଏ ଆଖିରେ ଆଖିଏ ସୋପ୍ନ ନେଇ ତୁମକୁ ଚାହିଁ ବସିଛି, ତୁମେ ତୁମ ଅଣଦେଖା ନଜରରେ ଥରେ ଚାହିଁଲେ ହେଲା। Kichi Katha-kichi lekha
Kichi Katha-kichi lekha
read moresubhankar rout
ଜାଣି ପାରୁ ନାହିଁ ଚଲା ପଥେ ମୋର କାହିଁକି ଏମିତି ହୁଏ, ଶୋଇ ଯାଇ ଥିବା ଅବୁଝା ଅତୀତ ଜାଣି ଜାଣି କଷ୍ଟ ଦିଏ। Kichi Katha-kichi lekha
Kichi Katha-kichi lekha
read moresubhankar rout
ଅତୀତ କେବେ ଫେରେ ନାହିଁ, ବର୍ତମାନ କୁ ନେଇ ଯିଁ ହୁଏ ନାହିଁ, ଭବିଷ୍ୟତ କେମିତିକା କାହିଁ ଦେଖା ନାହିଁ? Kichi Katha-kichi lekha
Kichi Katha-kichi lekha
read more