Nojoto: Largest Storytelling Platform

Best yqshuttingdown Shayari, Status, Quotes, Stories

Find the Best yqshuttingdown Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

koushik lenka

YourQuote ଡିସେମ୍ବର ୧ ତାରିଖ ପାଖରୁ ଆଉ ନଥିବ। ଏଇଟା ସତ କଥା ଆଉ ଶେଷ କଥା।। ଆପଣ ସମସ୍ତେ ମୋର ମନେ ରହିବେ, ଏ ଭିଡ଼ ଯନ୍ତ୍ର ରେ ଥିଲା ଯନ୍ତ୍ରଣା ରେ ବି ରହିବ।। କହୁଛି ବଡ଼ ପାଟିରେ କହୁଛି "ଆମର ଦେଖାହେବ ନିଶ୍ଚୟ ଦେଖାହେବ; ଦେଖାହେଲେ ଆମେ Tedhemedhe ଖାଇବା 🥺" କେହି ମନ ଦୁଃଖ କରିବାନି ଆମେ, ଆମ ପରିବାର ପରା ଏଇଟା, ଆମେ ଏକ ଥିଲୁ ରହିବୁ ମଧ୍ୟ; ମୁଁ ଜମା କାନ୍ଦୁ ନାହିଁ କି ମନ ଦୁଃଖ କରୁ ନାହିଁ 🥺❤️ Miss You ❤️🥺 #yqshuttingdown #yqbaba #yqdidi #Yqbhaina #yqodia #munodia #odiawritings

read more
କ'ଣ ଲେଖିବି ମୁଁ?
ଏମିତି ଭାବନା ଟିଏ କଢ଼ ହେବା ତ ଦୂରର କଥା ଫୁଲ ଗଛ ଟିଏ ବି ହୁଏତ ନଥିଲା ସେଠି; ଫୁଲ ଗଛ ପାଇଁ ମାଟି ଖୋଜୁ ଖୋଜୁ ମୁଁ ବଗିଚା ଟିଏ ଦେଖିଲି। ଇଛା ଥିଲା ଫୁଲ ସିନା; ହେଲେ ସେଠି ପ୍ରଜାପତି ଗୀତ ଗାଉଥିଲା, ବସନ୍ତ ବିରହ ଜ୍ୱାଳାରେ ଛଟପଟ ହେଉଥିଲା, ଯୋୖବନ ପିନ୍ଧୁଥିଲା ସୂର୍ଯ୍ୟାସ୍ତ, ଆଶା ଇନ୍ଦ୍ରଧନୁ ରୁ ତୀର ଟାଣୁଥିଲା, ସେଇ ପାଖରେ କ‌ଉଠି ଏକଲବ୍ୟ ଟିଏ ଦ୍ରୋଣାଚାର୍ଯ୍ୟ ର ମୂର୍ତ୍ତି ଗଢ଼ି ସାଧନା କରୁଥିଲା। ଅନେକ କୋଳାହଳ, ଅସରନ୍ତି ପ୍ରାର୍ଥନା ର ସେଇ ଗୋଟିଏ ମନ୍ତ୍ର, ବୟସ ର ବିସ୍ମୟ ଚାହାଣି, ରାତି ଆଙ୍କି ହେଇ ଯାଉଥିଲା, ଜହ୍ନ ଥିଲା , ଯନ୍ତ୍ରଣା ଥିଲା ମୁଁ ଥିଲି ପୁଣି ନଥିଲି ।ଗଳ୍ପ ଭୋଗୁଥିଲା ଗର୍ଭ ଯନ୍ତ୍ରଣା ଆଉ କବିତା ଅବେଳରେ ଡ‌ଉଲ-ଡାଉଲ ହେଇ ଜନ୍ମ ହେଉଥିଲା।       YourQuote ଡିସେମ୍ବର ୧ ତାରିଖ ପାଖରୁ ଆଉ ନଥିବ। ଏଇଟା ସତ କଥା ଆଉ ଶେଷ କଥା।।
ଆପଣ ସମସ୍ତେ ମୋର ମନେ ରହିବେ, ଏ ଭିଡ଼ ଯନ୍ତ୍ର ରେ ଥିଲା ଯନ୍ତ୍ରଣା ରେ ବି ରହିବ।। 
କହୁଛି ବଡ଼ ପାଟିରେ କହୁଛି "ଆମର ଦେଖାହେବ ନିଶ୍ଚୟ ଦେଖାହେବ; ଦେଖାହେଲେ ଆମେ Tedhemedhe ଖାଇବା 🥺"  କେହି ମନ ଦୁଃଖ କରିବାନି ଆମେ, ଆମ ପରିବାର ପରା ଏଇଟା, ଆମେ ଏକ ଥିଲୁ ରହିବୁ ମଧ୍ୟ; ମୁଁ ଜମା କାନ୍ଦୁ ନାହିଁ କି ମନ ଦୁଃଖ କରୁ ନାହିଁ 🥺❤️
Miss You ❤️🥺

#yqshuttingdown #yqbaba #yqdidi #yqbhaina  #yqodia #munodia #odiawritings

Aashi J

I am devastated about Your Quote shutting down. 
Feels like this has grasped me by my trachea and I am struggling to breathe. 
It's not just about the quotes, it's also about the  feelings with each quote that was associated with it. 
Each quote itself was a journey and a result of those feelings and memories.  #yqbaba #yqshuttingdown #devastated #burningfeather


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile