Find the Best ମନ Shayari, Status, Quotes from top creators only on Gokahani App. Also find trending photos & videos about
Subha Subha
ମନ କହେ ଉଡ଼ିଯିବ ଦୂର ଆକାଶକୁ ଆବଶ୍ୟକ ହୁଏ କେବଳ ଡେଣାଟିଏ, ମନ କହେ ଉଡ଼ିଯିବ ସାଗର ଗର୍ଭକୁ ଥିଲେ ତାର ପାଖେ ସାଥିଟିଏ। ଏ ମନ ଖୋଜେ.... ତା ପରି ଗୋଟେ ସୁନ୍ଦର ମନକୁ ଯିଏ ବୁଝିପାରୁଥିବ.... ତା ହୃଦୟର ଧଡକନ୍ କୁ ଚାଲୁଥିବ ପଦେ ତାର ପାଦକୁ ମିଳାଇ ଅଧାବାଟେ କେବେ ତାର ହାତନ ଛାଡ଼ଇ, ଯେତେ ପ୍ରତିଘାତ ଆସୁ ଜୀବନରେ ତାର କରିବା ସାମ୍ନା ତାହାର ନ ଥିବରେ ଡର। ଯେତେ ଭୁଲ କରେ ପଛେ ଧରିନ ବସିବ ସୁନ୍ଦର ହୃଦୟେ ତାର ଏଡାଇ ସେ ଦବ, ରହିଥିବା ସଦା ପାଖେ ସେ ମୋହର ସାଥ ଦେଉଥିବ ସଦା ସାଥେ ମୋହର। ©Subha Subha #ମନ 🥰💞🥳
#ମନ 🥰💞🥳
read moreNirlipta
ଆସ ଥରେ ! ବସନ୍ତର ମଳୟ ସାଜି ସାଥେ ପ୍ରିତିର ରୋମାଞ୍ଚ ଧରି, ଆଉ ବଉଳର ସୁଗନ୍ଧ ନେଇ ମହକାଇ ଦେବ ବାସକୁ ତୁମ ମୋ ଦେହେ ବୋଳିଦେଇ ।। ଆସ ଥରେ ! ଫଗୁଣର ଫଗୁ ସାଜି ସାଥେ ପ୍ରିତୀର ତୂଳୀ ଧରି, ଆଉ ପ୍ରେମ ସପ୍ତରଙ୍ଗ ନେଇ ନେସିଦେବ ପ୍ରେମ ରଙ୍ଗକୁ ମୋ ମନସାରା ମାଖିଦେଇ ।। #ଫଗୁଣ #ମନ #ମଳୟ #ପ୍ରେମ #ଫଗୁ #butterflynirli ©Nirlipta #holihai #Nirlipta
koushik lenka
ଶୈଶବ ବେଳେ ଉଡାଜାହାଜ ଚିହ୍ନଉ ଥିବା ଲୋକ ବାର୍ଦ୍ଧକ୍ୟ ରେ ଚପଳ ଶୈଶବ କୁ ପଚାରେ :_-କ'ଣ ଏମିତି ଶବ୍ଦ କରୁଛି? ଏଇତ ଜୀବନ! ହଜିଲା #ପିଲାଦିନ ଖୋଜୁଛି ଏ #ମନ ବାହୁଡ଼ି ଆ ରେ #ଶୈଶବ ମୁଁ ତୋ ପାଇଁ #ବିଭୋର #yqbhaina #yqodia
JS Jyoti
ଯଦି ଶବ୍ଦରେ ତୁମେ ଜଖମ ତେବେ ପ୍ରେମ ମୋର ମଲମ ଯେତେ ଯେତେ ତୁମେ ଜଖମ ହେବ ସେତେ ସେତେ ମୋର ପ୍ରେମ ଲୋଡ଼ିବ ସେଥିପାଇଁ ତ ମୁଁ କବିତା ଲେଖେ କବିତାରେ ଖାଲି ତୁମକୁ ଦେଖେ । #yqquotes #yqodiawriting #କ୍ଷତ #ମନ #ହୃଦୟ #Nihar #YourQuoteAndMine Collaborating with Nihar
#yqquotes #yqodiawriting #କ୍ଷତ #ମନ #ହୃଦୟ #Nihar #YourQuoteAndMine Collaborating with Nihar
read moreSandhya Rani Das
ଏ ହୃଦୟ ବହୁତ ନିଠୁର ମନ କାହାକୁ ଦେଇ କେବେ ହୋଇ ଯାଏ ଆତୁର ।। କହିବେ ଆପଣ..... #ଠିକଣା #ବାଟବଣା #ମନ #yqodia #yqbhaina #YourQuoteAndMine Collaborating with suryakant barik
କହିବେ ଆପଣ..... #ଠିକଣା #ବାଟବଣା #ମନ #yqodia #Yqbhaina #YourQuoteAndMine Collaborating with suryakant barik
read moreSandhya Rani Das
ମୁଁ ଜାଣିଛି ତାର କାରଣ ହେଲେ ମୁଁ ହୃଦୟ ହୀନା କରିପାରୁନି ବାରଣ ।। କାହିଁକି ଏମିତି ଏ ମନ ଅବୁଝା ହେଉଛି??? #ମନ #ହୃଦୟ #ଆଖିରକଥା #ଲୁହ #YourQuoteAndMine Collaborating with suryakant barik
କାହିଁକି ଏମିତି ଏ ମନ ଅବୁଝା ହେଉଛି??? #ମନ #ହୃଦୟ #ଆଖିରକଥା #ଲୁହ #YourQuoteAndMine Collaborating with suryakant barik

read more