Nojoto: Largest Storytelling Platform

Best LordJagannath Shayari, Status, Quotes, Stories

Find the Best LordJagannath Shayari, Status, Quotes from top creators only on Nojoto App. Also find trending photos & videos about lord krishna images with love quotes in hindi, lord krishna shayari in hindi about love, love quote lord of the rings, thank you lord for blessing me with a wonderful family, thank you lord for blessing me with wonderful friends,

  • 9 Followers
  • 8 Stories

Kusum

Pratyush Das

Burning desire motivation

Krishnaa (Krishnaa)

ନା ତୁମକୁ ଭାବରେ ବାନ୍ଧିବାର
ଦୁଃସାହସ କରିପାରେ,
ନା ତୁମ ପ୍ରେମେ ହଜିବାର
ବାହାନା କରିପାରେ।
ହେ ମହାମହିମ କିନ୍ତୁ କାହିଁକି କେଜାଣି
ପ୍ରତି ମୁହୂର୍ତ୍ତେ ତୁମକୁ ଅନୁଭବେ,
ମୋ ଚତୁଃପାର୍ଶ୍ଵରେ ଅଜଣା ଅଦୃଶ୍ଯେ
ଜୀବନର ସହଯୋଗୀ ଭାବେ।
ଜାଣିନି ତୁମ ସହ ଥିବା ଏ ସମ୍ପର୍କର
ପରିଭାଷା କଅଣ ହେବ,
ପରନ୍ତୁ ତୁମ୍ଭ ଉପସ୍ଥିତି ଅନୁସାରେ 
ତୁମେ ଏକ ଅନିନ୍ଦ୍ୟ ଅନୁଭବ।
ଯାହା ବୟାନ କରିହେବନି
ଶବ୍ଦକୋଷର ସସୀମ ଶବ୍ଦରେ,
ଯାହା ବଖାଣି ହେବନି
କିଛି ମାତ୍ର ଦରୋଟି ଭାଷାରେ। #lordjagannath 
#bestfriend 
#afteralongtime 
#yqbhaina 
(My kaku's art)

Soumya Ranjan Mishra

ଜୟ ଜଗନ୍ନାଥ♥️ #yqodia #lifequotes #LordJagannath #Odisha #odiawritings #dharma #Karma #confidence

read more
【 ଆତ୍ମବଳ 】
ଓଡ଼ିଆ ମୋ ଭାଷା ରାଇଜ ଓଡ଼ିଶା
ଓଡ୍ର କଳିଙ୍ଗ ଉତ୍କଳ,
ତା'ରି ଗର୍ଭରେ ସଫଳତା ଆଶା
ସୂର୍ଯ୍ୟାଲୋକ ସମ ଉଜ୍ଜ୍ୱଳ।
ଜଗତର ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ
ସାହା ନାଥ ସିଏ ନୀଳାଚଳ,
ସର୍ବତ୍ର ବିସ୍ତାର ଆଶିଷ ତାଙ୍କର
ସଂସାର ର ବୀର ଆତ୍ମବଳ।
ମର୍ତ୍ତ୍ୟପୁରେ ବାସ ମହା ପ୍ରଭୁଙ୍କର
ନିୟନ୍ତ୍ରିତ ଏହି କଳିକାଳ,
ଅଧର୍ମ କୁ ନାଶି ଧର୍ମ ସଂସ୍ଥାପନା
ପରିଚିତ ତାଙ୍କ ପ୍ରେମ-ଛଳ। ଜୟ ଜଗନ୍ନାଥ♥️

#yqodia #lifequotes #lordjagannath #odisha #odiawritings #dharma #karma #confidence

Poonam Patra

ମୋତେ ଏକା ଛାଡ଼ି ଚାଲି ଗଲ,
ଏବେ ଏଇ ରସଗୋଲା ଲୋଭ କାହାକୁ ଦେଖଉଛ,
ଭାଈ ଭଉଣୀ ସଙ୍ଗେ ମିଶି ସ୍ତ୍ରୀକୁ ଭୁଲି ଗଲ,
ଏବେ ଭଲ ପାଉଛି ବୋଲି କାଇଁ କହୁଛ.....

ଭକତଙ୍କ ଡାକ ମୋତେ ଟାଣି ନେଲା ପୁଣି ମାଉସୀ ଘରୁ ନିମନ୍ତ୍ରଣ ଆସିଥିଲା,
ମାଉସୀ କୋଳରେ ଭକତ ପ୍ରେମରେ ଜାଣି ନାଇଁ ନଅ ଦିନ କେମିତି ବିତି ଗଲା.....
କିନ୍ତୁ ତୁମକୁ ମୁଁ କ'ଣ କେବେ ଭୁଲି ପାରିବି ଏମିତି ଚିନ୍ତା ତୁମ ମନକୁ କେମିତି ଆସିଲା?

 #lordjagannath 
#odiawritings 
#yqbhaina 
#yqbaba 
#yqdidi 
#restzone 
#fillings_life 
#buddymantra


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile