Find the Best odiapoem Shayari, Status, Quotes from top creators only on Gokahani App. Also find trending photos & videos aboutlove shayari in odia 260, i love you odia movie video song, love shayari in odia, love shayari odia video song, sad love shayari odia,
℘ųཞŋą ƈɧąŋɖཞą ཞąŋą
ଜୟ ଜଗଦମ୍ବେ ------------------ ଜୟ ଜଗଦମ୍ବେ ମାତା ତୁ ସିଂହ ବାହିନୀ ସର୍ବ ପାପ କରୁ ନାଶ ହେ ପାପ ନାଶିନୀ ।। ସିଂହ ବାହାନେ ବିରାଜୁ ମହିଷା ମର୍ଦ୍ଦିନୀ ନିର୍ବଳକୁ ଶକ୍ତି ଦେଉ ଶକ୍ତି ପ୍ରଦାୟିନୀ ।। ବିମଳା କମଳା ଚଣ୍ଡୀ କେତେ ନାମ ତୋ'ର ଜୟ ଜୟ କରି କରେ ଜଗତ ପ୍ରଚାର ।। ଉଚ୍ଚ ପରବତେ ମାତା କରିଛୁଲୋ ଘର ମସ୍ତକେ ଶୋଭୁଛି ସତେ ନାଲିଆ ସିନ୍ଦୂର ।। ତୋ ପଣତେ ଘୋଡ଼ାଇଛୁ ତୋ'ର ସନ୍ତାନକୁ ତୋ ଦଶ ଭୂଜାରେ କରୁ ଦୂର ବିପଦକୁ ।। ତ୍ରିପୁରର ରାଣୀ ତୁ ଲୋ ହେ ମନ ମୋହିନୀ ତୋ ମହିମା ସାରା ବିଶ୍ଵ ଜାଣେ ଲୋ ଜନନୀ ।। ପୂର୍ଣ୍ଣଚନ୍ଦ୍ର ରଣା ହାଟସିଂହାପୁର , ଯାଜପୁର ©℘ųཞŋą ƈɧąŋɖཞą ཞąŋą #navratri #Durgapooja special #Odiapoem
#navratri #DURGAPOOJA special #odiapoem
read morePriya Prayash
କବିତା- ନାରୀ ସମ୍ମାନ ଲେଖକ- ପ୍ରିୟରଞ୍ଜନ ବିଶ୍ୱାଳ ଉପସ୍ଥାପିକା- ଭାର୍ଗବୀ ଆଚାର୍ଯ୍ଯ ନାରୀ ଓ ବର୍ତ୍ତମାନର ସମାଜକୁ ଦୃଷ୍ଟିରେ ରଖି କବିତାଟି ରଚିତ ହୋଇଛି। #nojotonews #nojotoodia #nojotoodisha #nojotoodiapoetry #odia #odianojoto #odiapoem
read more