Nojoto: Largest Storytelling Platform

Best Sambalpuri Shayari, Status, Quotes, Stories

Find the Best Sambalpuri Shayari, Status, Quotes from top creators only on Nojoto App. Also find trending photos & videos about sambalpuri love shayari photo, odia sambalpuri song a to z 320, sambalpuri song a to z, a mor pardesi babu sambalpuri video, 2 love sambalpuri song,

  • 47 Followers
  • 66 Stories

dil_ki.dhun

#Sambalpuri. #Love

read more
White ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପଛେ ଠିଆ ହେଇଛେଁ ମୁଇଁ
ପଛକେ ମୁଡି କରି ଟିକେ ହଁସି ତ ଦିଅ

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ନାଇଁ ହଁସ ବଏଲେ
ପଛକେ ମୁଡି କରି ଟିକେ ଦେଖି ତ ଦିଅ

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପାଗଲା ଆଏ ଇ ଦିଲ 
ଇ ଦିଲ କେ ହେଲେ ମାଗି ତ ଦିଅ 

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ।।

©dil_ki.dhun #sambalpuri. #love

Shritika Das

Babulu Goud (Fitness Model)

MATLAB🥺 ରେ ଭରା ଇ 🌎DUNIYA 🤦 ରେ AKLA 🙎ରହେବାର 😊ଟା ନ ଭଲ ଆୟେ BHAI ପାର୍ବ ତ💯 କାହାର ମୁସିବାତ୍ 🕒TIME ରେ ମଦଦ୍ କର ନି ହେଲେ AKLA ✅ରହେବାର ଅଦତ KARA ଲେକିନ୍ କାହାର🤞 ZINDAGI 😔 ବାର୍ବଦ୍ ନି କର .. #Trending #Support #viral #Sambalpuri Shayari #write #Fitness #Body #मोटिवेशनल

read more

Babulu Goud (Fitness Model)

ଆଉ 🌍DUNIYA 🤦 LOG ର କଥା 🗣️ରେ ମନ ଦୁଃଖ 😥 କାଞ୍ଜେ କର୍ବି 🌍 DUNIYA ଲୁକର 💸 ପଇସା ରେ ଥୋଡି ନା ମୋର 💒ଘର ଚଲୁ CHE 💯 #Fitness #Modeling #Sambalpuri Shayari #Trending #viral #public #2024_ #Health # #मोटिवेशनल

read more

Babulu Goud (Fitness Model)

ଦୁଃଖ ତ ବହୁତ୍ ଅଛେ ୟାର ଲାଇଫ ରେ ଫିର୍ଭି ଦୁଃଖ କେ ଭୁଲେଇ କରି ହସ 😊ବାର କେ ପଡସି #viral #Trending #Sambalpuri #Support #fitnessmodel #Health #viral #Trending #trend #मोटिवेशनल

read more

j_a_g_a_n______

Meenakshi Sandha

ବାଲେ, ଭଁଣାରିର୍ ପାଏନ୍ ମରା
ସଥେ ଜେନ୍ତା ତେଲ୍ ହେଇ ଜିବା
ଝରକା ନେ ତମର୍ ଚେହେରା ଦେଖା 
ଦର୍'ପନ୍ ଭି ଫେଲ୍ ହେଇ ଜିବା
😂😂😂

©Meenakshi Sandha #Tulips #Sambalpuri

Meenakshi Sandha

_______________

©Meenakshi Sandha #Sambalpuri

Meenakshi Sandha

Raj Mahakur

Rita Singh #Sambalpuri #suspense

read more
loader
Home
Explore
Events
Notification
Profile