Find the Best Attire Shayari, Status, Quotes from top creators only on Nojoto App. Also find trending photos & videos about best shayri on your attire 0, quotes for traditional attire, meaning of attire in hindi, quotes on indian traditional attire, quotes on traditional attire,
Chittaranjan Sahoo
ମୁଁ - କହିଲୁ ତୋ ପାଇଁ କଣ ନେବି ? ସେ - କାହିଁକି ? ମୁଁ - ଆରେ କହୁନୁ କଣ ନେବି ? ସେ - ପଚାରୁଛି ପରା କାହିଁକି ? ମୁଁ - ଜଣେ ଜଣକୁ କିଛି ଦବା ପାଇଁ କ'ଣ କାରଣ ନିହାତି ଦରକାର ! ସେ - ହେଲେ ମୁଁ ତ, ତୋ ଠାରୁ କିଛି ନେବିନି । ଏ ଦବା ନବା ଭିତରେ ଲୋଭ ବଢେ ସମ୍ପର୍କ ନୁହେଁ । ମୁଁ - ମୁଁ ତ ନବା କଥା କହୁନି ,କେବଳ ଦବା କଥା କହୁଛି। ସେ - ଯଦି ନେଇ ନ ପାରିବୁ ଦବୁ କାହିଁକି ? ମୁଁ - ଯେମିତି ମୁଁ ଜାଣିନି ଆଉ ! ସେ - କଣ ଜାଣିଛୁ କହିଲୁ ? ମୁଁ - ସତରେ କହିବି ତ ? ସେ - ହଁ ,କହ । ମୁଁ - ସମୁଦ୍ର କୂଳରେ ରାତିରେ ଜହ୍ନଠୁ ଆରମ୍ଭ କରି ସକାଳର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ,ବାଇକ୍ ରେ କୋଳାହଳ ସହରଠୁ ନେଇ ଶାନ୍ତ ପରିବେଶ "ମନାଲି" ପର୍ଯ୍ୟନ୍ତ, ପୁଣି ନଦୀର ଡଙ୍ଗାଠୁ ଆରମ୍ଭ କରି ଜାହାଜରେ ଆଣ୍ଡାମାନ ପର୍ଯ୍ୟନ୍ତ ଆଉ ଖଣ୍ଡେ ଫ୍ରେଣ୍ଡସିପ୍ ସୁତା ଠାରୁ ହାତରେ ଚୁଡ଼ି ଆଉ ଶଙ୍ଖା ପର୍ଯ୍ୟନ୍ତ, ଏ ସବୁ ପୁଣି ତୋ ମନର ମଣିଷ ସହ ...। ସେ - ଚୁଡ଼ି ଶଙ୍ଖା କଥା ତ ମୁଁ କହିନି କିଛି ! ମୁଁ - ନା ମୁଁ ଟିକେ ଭାବି ଦେଲି ଆଉ । ସେ - ବେଶି ଭାବେନା କବି ହେଇଯିବୁ । ମୁଁ - ଆଚ୍ଛା ତୋ ପାଇଁ ଚୁଡ଼ି ଆଣିବି? ସେ - ପୁଣି ସେଇ କଥା , ମନା କଲି ପରା କିଛି ଦରକାର ନାହିଁ । ମୁଁ କାହା ଠାରୁ କିଛି ନିଏନା , ଆଉ ହଁ ମୁଁ ହାତରେ କିଛି ପିନ୍ଧିବାର ଦେଖିଛୁ କି , ଚୁଡ଼ି ପିନ୍ଧିବା ତ ଦୂରର କଥା । #story #life #love #bangles #attire #beautiful
#story life love #bangles #Attire #Beautiful
read moreMayaank Modi
In the world full of modern attires.. He always fall to her ethnicity.. #yqbaba #modern #attire #world #ethnicity #full #fall
Ideomotoristic Pen
If you aspire to touch the mighty heights then never let your attire to disturb your assimilation of Knowledge #letterA #aspire #attire #assimilation #yqchallenge #yqchallengeaccepted #yqbaba #ideomotoristic_pen
Debojyoti Mandal
The untold story lies within Without borders with fire Millions time you put it out Millionth time... It's still your attire. It's still your attire !! #life #journey #attire #lifequotes #hindipoetry #fly #bengali #yqbaba
It's still your attire !! life #Journey #Attire #lifequotes #hindipoetry #fly #Bengali #yqbaba
read morePawan Kumar Garimella
Pairing with proper Sizing is the perfect blend for Wearing the correct attire. #pairingsharingcaring #properplanning #attire #wearthesmile #pawangrequotes #50thquote
Kartik Prajapat
Unfortunately, I had to wear one more spec other than what I had of the world already attired. You see what society wants you to see, have your own vision. Pc- Google #kae #lens #vision #society #eyes #attire #eyedefects
beingsakshamthakur banna Sa
Don't judge anyone by her attire, by wearing jeans she can serve her parents lifetime & by veiling off , she can abuse them daily. ©beingsakshamthakur banna Sa #attire #veil #jeans
Pratyush Raunak
" हां, सपने सच होते हैं " ❤️ #kumarvishwas #dream #memories #attire Falguni Shah....मीरां
" हां, सपने सच होते हैं " ❤️ #KumarVishwas #Dream #Memories #Attire Falguni Shah....मीरां
read morebeingsakshamthakur banna Sa
Sexy attire on the girl ,when she wears her partner's shirt #sexy #attire #girl