Nojoto: Largest Storytelling Platform

Best Oriya Shayari, Status, Quotes, Stories

Find the Best Oriya Shayari, Status, Quotes from top creators only on Nojoto App. Also find trending photos & videos about oriya love sms with oriya letter, oriya love shayari in oriya language, i love you in oriya, oriya sad love shayari, oriya new love shayari,

  • 4 Followers
  • 3 Stories

Dipa Rani G.

ତୁମେ,
    କେତେ ଦିନ ପରେ,
    ଆସି ବାସ୍ତବ କୁ ଦହଲାଇ ଦେଲ।
    ଏବେ ଆଉ କଣ?
     ଜୀବନ ତ ଅନ୍ୟ ବେଗରେ,
     ଅନ୍ୟ ଗତ୍ୱବ୍ୟ କୁ ଚାଲିଛି।
     କଣ ବଦଳି ଯିବ?
     ମନ ର କଷ୍ଟ ଓ ସ୍ୱନ୍ୟତା।
   
  ମୁଁ ଜାଣେ,
     କେଉଁଠେ କିଛି ବି ବଦଳିବନି।
     କେବଳ, ତୁମର କଳ୍ପନା
     ଆସି ବସିବ ମୋ ପାଖରେ, 
           ଠିକ ଗେଧୂଳି ର ଛାୟା ହୋଇ,
           ଠିକ ମୋ ସ୍ୱପ୍ନ ସାଥି ହୋଇ।
 #oriyapoem #love #separation #oriya #yqbhaina

VAGHELA YOGESH

Saroj Sundaray

#ଓଡିଆ #Oriya #Love #Quote #shayri #thought

read more
କେବେ ଦେଖିଛ ସେ ନଦୀ କୂଳ କେମିତି ନଦୀ ସହ ସବୁବେଳେ ସାଥୀ ସାଥୀ ଚାଲି ଥାଏ, ଏହା ଜାଣିକି ବି ନଦୀ ର ଜନ୍ମ ତ ସମୁଦ୍ରର ରେ ମିଶି ବାକୁ,
କେବେ ଚାହିଂଚ ଆକାଶର ସେ ଦୂର ଦିଗ୍ ବଳୟ କେମିତି ହାତ ଛନ୍ଦି ଚାଲୁ ଥାନ୍ତି, ଏହା ଜାଣିକି ବି ମିଳନ ତ ତାଙ୍କର ବି ସମ୍ଭବ ନୁହେଁ,
କେବେ ଭାବିଛ ଆକାଶର ସୂର୍ଯ୍ୟ ସବୁ ଦିନ ଅସ୍ତ ହୋଇଯାଏ, ରାତ୍ରିର ଚନ୍ଦ୍ରମା କୁ ଦେଖିବାକୁ,
ସେମାନେ ସମସ୍ତେ ପରସ୍ପର ର ପରିପୂରକ,
ହେଇଥାଏ ପରେ ପରସ୍ପର କୁ ସେମାନେ କେବେ ନ ପାଇ ପାରନ୍ତି, କିନ୍ତୁ ଜଣକ ବିନା ଆଉ ଜଣେ ଅଧୁରା। ଜୀବନ ରେ ଭଲ ପାଇବା କେବଳ ଥରେ ହୁଏ, ତା ପରେ ଯାହା ଘଟି ଯାଏ ସେ ସବୁ କୁ ବ୍ୟବସ୍ଥା କି ପ୍ରବନ୍ଧ କି କିଛି ଲୋକ ଙ୍କ ମଧ୍ୟରେ ଘଣ୍ଟେ ଦୁଇ ଘଣ୍ଟାର ପ୍ରହସନ କହିଲେ ବି କିଛି ଭୁଲ ହବ ନାହିଁ। ହେଇଥାଏ ପରେ ଜୀବନ ସାରା ତୁମେ ଆଉ କାହା ସାଙ୍ଗରେ ରହିବ, କିନ୍ତୁ କେବେ ବି ତମେ ଚାହିଁକି ତାଙ୍କୁ ନିଜର କରି ପାରିବ ନାହିଁ। ସ୍ମୃତି ରେ ଆଉ କାହା କୁ ଦେଇ ଥିବା ଜାଗା ଖାଲି ପଡ଼ିବ ସିନା, ତାକୁ ଆଉ କାହାକୁ ଦବା ସମ୍ଭବ ନୁହେଁ........! #ଓଡିଆ #oriya #love #quote #shayri


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile