Find the Latest Status about rinku pradhan from top creators only on Nojoto App. Also find trending photos & videos about, rinku pradhan.
Rk Rakesh Kumar
, ଆଉ ତାର ନାହିଁ ଆଶା ଖଟି ଖଟି ଦିନ ସାରା , ଉଡ଼ିଯାଏ ତାର ହଂସା ଖରା ର ଅସହ୍ୟ ତାତି , ଥରେଇ ଦିଏ ତା ଛାତି ଚାହିଁ ଚାହିଁ ଆକାଶକୁ , ଦିନ ମାସ ଗଲା ବିତି ଜଳ ବିହୁନେ ଯେପରି , ଛଟପଟ ହୁଏ ପକ୍ଷୀ ଖରା ରେ ଗଲାଣି ଶୁଖି , ଲୁହ ଭିଜା ତାର ଆଖି କାହିଁ କେତେଦିନ ପରେ , ମେଘ ଦେଖି ଆକାଶରେ ନାଚିଗଲା ସିଏ ପୁଣି , ଘଡଘଡ଼ି ଶବ୍ଦ ଶୁଣି ମେଘ ଆସିବ ବୋଲି , ଆଖିରେ ଆଖିଏ ଆଶା ହସିବ ପୁଣି ତା କ୍ଷେତ , ଭାବୁଥାଏ ବସି ଚଷା #yqbhaina #yqodia #collab #YourQuoteAndMine Collaborating with binapani pradhan #rinku #rinkuodia #yqbhaina #muodia
#Yqbhaina #yqodia #Collab #YourQuoteAndMine Collaborating with binapani pradhan #Rinku #rinkuodia #Yqbhaina #muodia
read moreChandan Roy
Thanku Sneha Pradhan ©Chandan Roy Thanku Sneha Pradhan Sneha Pradhan
Thanku Sneha Pradhan Sneha Pradhan #विचार
read moreRinku Yadav
हुस्ने तेरा दीदार करने दो,मुझे आंखो ही आंखो से प्यार करने दो दो, मै तो रोज सिसकियां सुनता हूं फोन पर, कभी मुझको भी मोहॉबाते ऐतबार करने दो Rinku Yadav Rinku
Rinku #कविता
read more