Nojoto: Largest Storytelling Platform

Best rinkuodia Shayari, Status, Quotes, Stories

Find the Best rinkuodia Shayari, Status, Quotes from top creators only on Nojoto App. Also find trending photos & videos about rinku singh and dinesh patel, rinku and dinesh, taeyang and min hyo rin, obito and rin, shirou and rin,

  • 1 Followers
  • 79 Stories

Rk Rakesh Kumar

ବୋଉ ଛୋଟ ଛୋଟ କଥା ରେ ଭାରି ବ୍ୟସ୍ତ ହେଇ ଯାଏ। ସେଥିପାଇଁ ବାହାରେ ରହିବା ଦିନ ଠୁ ମୋର ଦେହ ପା ହେଲେ ମୁଁ ବୋଉ କୁ ବେଶୀ କିଛି କହେନି। ବେଳେ ବେଳେ ସିଏ କାନ୍ଦି ପକେଇଲେ ମୋତେ ବି ଭଲ ଲାଗେନି। ମୁଁ କହେ ବୋଉ ତୁ ଟିକେ ବେଶୀ କରି ଦଉନୁ। ଦେହ ଟ ଟିକେ ଖରାପ ଅଛି ମେଡିସିନ ଟେ ଖାଇଦେଲେ ଭଲ ହେଇ ଯିବନି। ଏଥିରେ କାନ୍ଦିବାର କଣ ଅଛି। ବୋଉ କହେ ମୋ ଛୁଆ ଏକୁଟିଆ ରହୁଛି କେତେ ହଇରାଣ ହଉଚି ଦେହ ଖରାପ ରେ କିଏ କରି ଧରିକି ଦବ? କରି ଧରିକି ଦବ ମାନେ କିଏ କାମ ରେ ସାହାଯ୍ୟ କରିବ ଦେହ ଖରାପ୍ ରେ କିଏ ସେବା କରିବ ଇତ୍ୟାଦି ଇତ୍ୟାଦି। ହେଲେ ମୁଁ ନ କହିଲେ ବି ବୋଉ ବେଳେ ବେଳେ ଜାଣି ପାରେ। କେବେ ଥଣ୍ଡା ହେଲେ ଯଦି ତଣ୍ #motherlove #Bou #Rinku #yqodia #Yqbhaina #muodia #rinkuodia

read more
ଛିଙ୍କ

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ବୋଉ ଛୋଟ ଛୋଟ କଥା ରେ ଭାରି ବ୍ୟସ୍ତ ହେଇ ଯାଏ। ସେଥିପାଇଁ ବାହାରେ ରହିବା ଦିନ ଠୁ ମୋର ଦେହ ପା ହେଲେ ମୁଁ ବୋଉ କୁ ବେଶୀ କିଛି କହେନି। ବେଳେ ବେଳେ ସିଏ କାନ୍ଦି ପକେଇଲେ ମୋତେ ବି ଭଲ ଲାଗେନି। ମୁଁ କହେ ବୋଉ ତୁ ଟିକେ ବେଶୀ କରି ଦଉନୁ। ଦେହ ଟ ଟିକେ ଖରାପ ଅଛି ମେଡିସିନ ଟେ ଖାଇଦେଲେ ଭଲ ହେଇ ଯିବନି। ଏଥିରେ କାନ୍ଦିବାର କଣ ଅଛି। ବୋଉ କହେ ମୋ ଛୁଆ ଏକୁଟିଆ ରହୁଛି କେତେ ହଇରାଣ ହଉଚି ଦେହ ଖରାପ ରେ କିଏ କରି ଧରିକି ଦବ? କରି ଧରିକି ଦବ ମାନେ କିଏ କାମ ରେ ସାହାଯ୍ୟ କରିବ ଦେହ ଖରାପ୍ ରେ କିଏ ସେବା କରିବ ଇତ୍ୟାଦି ଇତ୍ୟାଦି। ହେଲେ ମୁଁ ନ କହିଲେ ବି ବୋଉ ବେଳେ ବେଳେ ଜାଣି ପାରେ। କେବେ ଥଣ୍ଡା ହେଲେ ଯଦି ତଣ୍

Rk Rakesh Kumar

ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ #odiastory #yqodia #Yqbhaina #ପରିସ୍ଥିତି #muodia #rinkuodia #yqrinku #ଚାରିଅଣା

read more

ଚାରିଅଣା

(ଅନୁଶୀର୍ଷକରେ ସମ୍ପୂର୍ଣ୍ଣ କାହାଣୀ) ଖରାଦିନିଆ ଦ୍ୱିପହର। ସମୟ ପାଖାପାଖି ୨ ଟା। ରିଙ୍କୁ ଘର ଦାଣ୍ଡ ରେ ଖେଳୁଥାଏ। ଧୁ ଧୁ ଖରା ରେ କଙ୍କି ପଛରେ ଗୋଡ଼େଇ ଗୋଡ଼େଇ କଙ୍କି ଧରୁ ଥାଏ। ଘରୁ ବୋଉ ଡାକ ମାରୁଥାଏ। ରିଙ୍କୁ ର ସେଥିପ୍ରତି ଟିକିଏ ବି ଖାତିର ନ ଥାଏ। ଟିକିଏ ସମୟ ପରେ ବୋଉ ବାହାରକୁ ଆସିକି ଡାକିଲା,"କାଇଁ ସେ କଙ୍କି ପଛରେ ପଡିଛୁ ଯାଉନୁ ଗାଧେଇବୁ, ଦିନ ଆସିକି ୨ ଟା ବାଜିଲାଣି। କଣ କରିବୁ ସେ କଙ୍କି ସବୁ ଧରିକି?" ଭାରି ଖୁସି ହେଇକି ରିଙ୍କୁ କହିଲା," ବୋଉଲୋ ମୁଁ ଏ କଙ୍କି କୁ ଧରିକି ତା ଲାଞ୍ଜ ରେ ସୂତା ବାନ୍ଧିକି ତାକୁ ଉଡ଼େଇବି।" ସତରେ ସେ ପିଲାଦିନ କେତେ ମଜାଳିଆ ଥିଲା। ଖରା ବେଳେ ସବୁ ଛୁଆ ଖିଆ ପିଆ ଛାଡ଼ି କଙ୍କି ପଛରେ ଗୋଡ଼ାଉ ଥିଲ

Rk Rakesh Kumar

#ଅପ୍ରିୟସତ #Rinku #rinkuodia #ରିଙ୍କୁ #yqodia #Yqbhaina #muodia #Truth

read more
#ଅପ୍ରିୟ ସତ


ବେଳେବେଳେ କିଛି ଲୋକଙ୍କର ଆମ ପ୍ରତି ବ୍ୟବହାର,

ଆମେ ତାଙ୍କର କେତେ କାମରେ ଆସିପାରିବା, 

ତା ଉପରେ ବି ନିର୍ଭର କରିଥାଏ ।। #ଅପ୍ରିୟସତ 
#rinku 
#rinkuodia 
#ରିଙ୍କୁ
#yqodia
#yqbhaina
#muodia
#truth

Rk Rakesh Kumar

That cuteness overloaded red face of ବୋଉ at that moment is truly priceless. ❤️❤️ #Yqbhaina #yqodia #muodia #yqrinku #Rinku #rinkuodia #ବୋଉ #yqrakeshkumarbehera

read more
(ବୋଉ ର ରାଗ)

ମୁଁ:- ବୋଉ ମୋ ଘଣ୍ଟା ଟା କୁଆଡେ଼ ଗଲା ପାଉନି,
 ଟିକେ ଦେଲୁ ଆସିକି ।🙄
ବୋଉ:- ସେଇ ଆଲଣା ପାଖ ଟେବୁଲ୍ ଉପରେ ଥିଲା ସେଇଠି ଦେଖେ ଟିକେ, ମୁଁ ପରିବା କାଟୁଛି। 🙂
ମୁଁ:- କାଇଁ କୋଉଠି ପାଉନି ବୋଉ, ତୁ ଆସୁନୁ ଟିକେ।😣
ବୋଉ:- ଯଦି ମୁଁ ଏଠୁ ଉଠିକି ଗଲି ଆଉ ସେଇଠି ମୋତେ ଘଣ୍ଟା ମିଳେ, ତା ହେଲେ ତୋର ମୋର କଥାବାର୍ତ୍ତା। 👿
ମୁଁ:- ନା ଥାଉ ତୁ ଆସେନା, ମୁଁ ଦେଖୁଛି। 😛

 That cuteness overloaded red face of ବୋଉ at that moment is truly priceless. ❤️❤️
#yqbhaina 
#yqodia 
#muodia 
#yqrinku
#rinku 
#rinkuodia 
#ବୋଉ

Rk Rakesh Kumar

ଆଜି ଗଣେଶ ପୂଜା। ସକାଳେ ବୋଉ ଫୋନ୍ କରି ଥିଲା। କହିଲା ବାପା ରେ ଆଜି ଆମିଷ ଖାଇବୁନି। ଆଉ ଆଖ ପାଖରେ କୋଉଠି ପୂଜା ହେଉଥିଲେ ସେଠି ଯାଇକି ଟିକେ ପୁଷ୍ପାଞ୍ଜଳୀ ଦେଇ ଦବୁ। ବୋଉ କଥା ଶୁଣି ପିଲା ଦିନର ଗଣେଶ ପୂଜା ର ବହୁତ୍ ସ୍ମୃତି ସବୁ ମନେ ପଡ଼ିଗଲା। ସ୍କୁଲ୍, ଟିଉସନ୍, ନୂଆ ଡ୍ରେସ୍, ସେଓ ବୁନ୍ଦି ଆଉ ପୁଷ୍ପାଞ୍ଜଳୀ। ସବୁ କଥା ଚଳଚ୍ଚିତ୍ର ରିଲ୍ ପାରି ଆଖି ସାମ୍ନା ରେ ଚାଲି ଯାଉଥାଏ। ପିଲା ଦିନେ ଗଣେଶ ପୂଜା ପୂର୍ବ ଦିନ ରାତିରେ ନିଦ ହୁଏନି। ସବୁଦିନ ପଛେ ଦିନ ୮ ଟା ରେ ନିଦ ଭାଙ୍ଗୁ ଥାଉ ସେଦିନ କିନ୍ତୁ ସକାଳ ୪ ଟା ରୁ ଉଠିକି ଗାଧେଇ ପାଧେଇ ରେଡ଼ି। କେମିତି ସ୍କୁଲ୍ ଯିବା ସମୟ ହବ ନୂଆ ଡ୍ରେସ୍ ପିନ୍ଧି ବାହା #GaneshChaturthi #Rinku #yqodia #Yqbhaina #muodia #ଗଣେଶଚତୁର୍ଥୀ #rinkuodia #ଗଣେଶପୂଜା

read more

ପୁଷ୍ପାଞ୍ଜଳି

[କିଛି ସ୍ମୃତି ପିଲାଦିନର]

 ଆଜି ଗଣେଶ ପୂଜା। ସକାଳେ ବୋଉ ଫୋନ୍ କରି ଥିଲା। କହିଲା ବାପା ରେ ଆଜି ଆମିଷ ଖାଇବୁନି। ଆଉ ଆଖ ପାଖରେ କୋଉଠି ପୂଜା ହେଉଥିଲେ ସେଠି ଯାଇକି ଟିକେ ପୁଷ୍ପାଞ୍ଜଳୀ ଦେଇ ଦବୁ। ବୋଉ କଥା ଶୁଣି ପିଲା ଦିନର ଗଣେଶ ପୂଜା ର ବହୁତ୍ ସ୍ମୃତି ସବୁ ମନେ ପଡ଼ିଗଲା। ସ୍କୁଲ୍, ଟିଉସନ୍, ନୂଆ ଡ୍ରେସ୍, ସେଓ ବୁନ୍ଦି ଆଉ ପୁଷ୍ପାଞ୍ଜଳୀ। ସବୁ କଥା ଚଳଚ୍ଚିତ୍ର ରିଲ୍ ପାରି ଆଖି ସାମ୍ନା ରେ ଚାଲି ଯାଉଥାଏ। ପିଲା ଦିନେ ଗଣେଶ ପୂଜା ପୂର୍ବ ଦିନ ରାତିରେ ନିଦ ହୁଏନି। ସବୁଦିନ ପଛେ ଦିନ ୮ ଟା ରେ ନିଦ ଭାଙ୍ଗୁ ଥାଉ ସେଦିନ କିନ୍ତୁ ସକାଳ ୪ ଟା ରୁ ଉଠିକି ଗାଧେଇ ପାଧେଇ ରେଡ଼ି। କେମିତି ସ୍କୁଲ୍ ଯିବା ସମୟ ହବ ନୂଆ ଡ୍ରେସ୍ ପିନ୍ଧି ବାହା

Rk Rakesh Kumar

ଆଜି ସନ୍ଧ୍ୟା ରେ ଟିଉସନ୍ ଟିକେ ଜଲଦି ସରିଗଲା। ଗୁରୁମା ତାଙ୍କ ଜନ୍ମାଷ୍ଟମୀ ଓଷା ପାଇଁ ଶୀଘ୍ର ଛୁଟି କରି ଦେଲେ। ତାପରେ ମୋ ଖୁସି ତ କହିଲେ ନ ସରେ। ଘରେ ବହି ବସ୍ତାନି ଫୋପାଡି ଦେଇକି ସାଇକେଲ ଧରି ବାହାରିଲି ଗାଁ ବଜାରକୁ। ବୋଉ କୁ କହିଲି ବୋଉ ଲୋ ୫୦ ଟଙ୍କା ଦେ ନା କଣ ଖାଇବି କିଣିକି। ବୋଉ ତା କାନିର ଗଣ୍ଠି ଫିଟେଇ ଦେଖିଲା ୨୦ ଟଙ୍କା ଥିଲା। ତା ପରେ ଦଉଡ଼ି ଗଲା ରୋଷେଇ ଘର ଆଡ଼କୁ। ସେଠୁ କୋଉ ଡବା ଗୋଟେ ଅଣ୍ଡାଳିକି ଆଉ ୨୦ ଟଙ୍କା ଖୁଚୁରା ଆଣିକି ଦେଲା। ମତେ କହିଲା ଏତିକି ଅଛି ଯା ସେଇ ଥିରେ କଣ କିଣିକି ଖାଇ ଦବୁ। ହାଫ୍ ପ୍ୟାଣ୍ଟ୍ ରେ ମୋର ଚେନ୍ ଦିଆ ପକେଟ୍। ସେଇଥିରେ ୪୦ ଟଙ୍କା ପୁରେଇକି ଚେନ୍ ଦେଇକି ପ #Rinku #yqodia #Yqbhaina #muodia #କ୍ଷଦ୍ରଗଳ୍ପ #rinkuodia #ପାରିବାରିକ #ହାସ୍ୟରସ

read more
"ଝୁଡ଼ଙ୍ଗ"
(ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ କାହାଣୀ) ଆଜି ସନ୍ଧ୍ୟା ରେ ଟିଉସନ୍ ଟିକେ ଜଲଦି ସରିଗଲା। ଗୁରୁମା ତାଙ୍କ ଜନ୍ମାଷ୍ଟମୀ ଓଷା ପାଇଁ ଶୀଘ୍ର ଛୁଟି କରି ଦେଲେ। ତାପରେ ମୋ ଖୁସି ତ କହିଲେ ନ ସରେ। ଘରେ ବହି ବସ୍ତାନି ଫୋପାଡି ଦେଇକି ସାଇକେଲ ଧରି ବାହାରିଲି ଗାଁ ବଜାରକୁ। ବୋଉ କୁ କହିଲି ବୋଉ ଲୋ ୫୦ ଟଙ୍କା ଦେ ନା କଣ ଖାଇବି କିଣିକି। ବୋଉ ତା କାନିର ଗଣ୍ଠି ଫିଟେଇ ଦେଖିଲା ୨୦ ଟଙ୍କା ଥିଲା। ତା ପରେ ଦଉଡ଼ି ଗଲା ରୋଷେଇ ଘର ଆଡ଼କୁ। ସେଠୁ କୋଉ ଡବା ଗୋଟେ ଅଣ୍ଡାଳିକି ଆଉ ୨୦ ଟଙ୍କା ଖୁଚୁରା ଆଣିକି ଦେଲା। ମତେ କହିଲା ଏତିକି ଅଛି ଯା ସେଇ ଥିରେ କଣ କିଣିକି ଖାଇ ଦବୁ। ହାଫ୍ ପ୍ୟାଣ୍ଟ୍ ରେ ମୋର ଚେନ୍ ଦିଆ ପକେଟ୍। ସେଇଥିରେ ୪୦ ଟଙ୍କା ପୁରେଇକି ଚେନ୍ ଦେଇକି ପ

Rk Rakesh Kumar

ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା #maa #Rinku #yqodia #Yqbhaina #muodia #ମୋଶ୍ରେଷ୍ଠଗଳ୍ପ #rinkuodia

read more
[Mother's Day Repost] ଆମେ ଭାଇ ଭଉଣୀ ମିଶି ୪ ଜଣ। ବାପା ସରକାରୀ ଚାକିରୀ ଘରେ କମ ବାହାରେ ବେଶୀ ରହୁଥିଲେ। ସେଥିପାଇଁ ବୋଧେ ବୋଉ କୁ ମୁଁ ଟିକେ ବେଶୀ ଭଲପାଉଥିଲି। ଏବେ ମୁଁ ନିଜ ପଢା ପାଇଁ ବାହାରେ ରହୁଛି। ବାପାଙ୍କର ଭାରି ଇଚ୍ଛା ମୁଁ ବି ତାଙ୍କ ପରି ସରକାରୀ ଚାକିରୀ ଖଣ୍ଡେ କରେ। ଆଉ ମୋର ବି ବାପାଙ୍କୁ ଦେଖି ଦେଖି ତାଙ୍କ ପରି ହବାକୁ ଭାରି ଇଚ୍ଛା। 

ମୁଁ ଭୁବନେଶ୍ୱର ରେ ଗୋଟେ ଛୋଟ ଭଡ଼ାଘର ନେଇକି ଏକା ରହେ। ଦିନ କୁ ୨ ଥର ନିଜେ ରୋଷେଇ କରିକି ଖାଏ। ଆଉ ସକାଳେ ବାହାରେ ଟିଫିନ୍ କରି ନିଏ। ସେଦିନ ଗୁରୁବାର ଥାଏ। ବୋଉ କଥା ମାନି ମୁଁ ଗୁରୁବାର ଆମିଷ ଖାଏନି। ସେଦିନ ଖରାବେଳେ କଣ ଇଚ୍ଛା ହେଲା ଆଉ ଭାତ ନ ରାନ୍ଧି ରୁଟି ଆଉ ଡାଲମା

Rk Rakesh Kumar

#ମୋଗାଁକଥା #yqbaba #yqquotes #Yqbhaina #muodia #yqodia #Rinku #rinkuodia

read more
ଗାଁ ରେ ଘର ଛାତ ଉପରେ ଖୋଲା ଆକାଶ ତଳେ ତାରା ଗଣୁଗଣୁ ସେଇ ଶିରି ଶିରି ଥଣ୍ଡା ପବନରେ ଶୋଇବାରେ ଯେଉଁ ଆତ୍ମତୃପ୍ତି ମିଳେ ସେଇ ଶାନ୍ତି କଣ ସହରର ସେଇ ଏସି ପବନ କେବେ ଦେଇ ପାରିବ !!! #ମୋଗାଁକଥା 
#yqbaba 
#yqquotes 
#yqbhaina 
#muodia 
#yqodia 
#rinku 
#rinkuodia

Rk Rakesh Kumar

#ଚୋରେଇନେବାକୁଦେ #Yqbhaina #yqodia #odiakavita #odiawritings #YourQuoteAndMine Collaborating with YourQuote Bhaina #Rinku #rinkuodia

read more
ଭିଜି ଯିବାକୁ ଦେ ତୋ ପ୍ରେମର ବର୍ଷା ରେ
କହିଦେ ହଜି ଯିବାକୁ ତୋ ସପନ ରେ ସଦା
ହାତଧରି ଚାଲିବି ତୋ ସୁଖ ଆସୁ ଅବା ଦୁଃଖ
କରିନେ ନିଜର ମୋତେ ଜୀବନଟା ଲାଗେ ଅଧା
 #ଚୋରେଇନେବାକୁଦେ #yqbhaina #yqodia #odiakavita  #odiawritings   #YourQuoteAndMine
Collaborating with YourQuote Bhaina
 #rinku  #rinkuodia

Rk Rakesh Kumar

କିଛି କଥା ସମୟ ସହ ହଜିଯାଏ ଅବା ଓଠତଳେ ନୀରବି ଯାଏ। ଯାହା କାଲି ଅସୁମାରୀ ମନେ ହେଉଥିଲା ତାହା ଆଜି ଖାଲି ଖାଲି ନିରୋଳା ଲାଗେ। ଏମିତି କିଛି ଭାବନାକୁ ନେଇ ଯୋଡନ୍ତୁ ନିଜ ମନକଥା ଏହି ପଦରେ। #କାଲିଭଳିକଥାନାହିଁ #Yqbhaina #yqodia #Collab #munodia #YourQuoteAndMine #Rinku #rinkuodia Collaborating with YourQuote Bhaina

read more
ହେଲେ ବେଳେବେଳେ ପୁଣି
ତୋ ଠୁ ଶୁଣିବାକୁ ଇଚ୍ଛା ହୁଏ ।
ତୋ ସହିବାକୁ
କାଲି ଭଳି ଆଉ ଅଳି ନାହିଁ
ହେଲେ ପୁଣି ଥରେ ତୋ ସାଥେ
କଳି କରିବାକୁ ଇଚ୍ଛା ହୁଏ।
 କିଛି କଥା ସମୟ ସହ ହଜିଯାଏ ଅବା ଓଠତଳେ ନୀରବି ଯାଏ। ଯାହା କାଲି ଅସୁମାରୀ ମନେ ହେଉଥିଲା ତାହା ଆଜି ଖାଲି ଖାଲି ନିରୋଳା ଲାଗେ।
ଏମିତି କିଛି ଭାବନାକୁ ନେଇ ଯୋଡନ୍ତୁ ନିଜ ମନକଥା ଏହି ପଦରେ।

#କାଲିଭଳିକଥାନାହିଁ #yqbhaina #yqodia #collab #munodia  #YourQuoteAndMine
#rinku #rinkuodia
Collaborating with YourQuote Bhaina
loader
Home
Explore
Events
Notification
Profile