Find the Latest Status about pahunch gaya from top creators only on Nojoto App. Also find trending photos & videos about, pahunch gaya.
Snigdharani Panda
ଟିକ୍ ଟିକ୍ ଶବ୍ଦ କରି ଘଣ୍ଟାର କଣ୍ଟା ଗୁଡ଼ିକ ଚାଲିଥାନ୍ତି। ଝିଅଟି ଗୋଟିଏ ବହିଧରି ବ୍ଯସ୍ତ ବିବ୍ରତ ଭାବରେ ସେ ବହିର ପୃଷ୍ଠା ଗୁଡ଼ିକୁ ଓଲଟେଇ ଚାଲିଥାଏ। ବୋଧହୁଏ ସେ କାହାକୁ ଅପେକ୍ଷା କରି ବସିଥିଲା। ସେଥିପାଇଁ ବହି ଧରିଥିଲେ ବି ପଢ଼ି ପାରୁ ନଥାଏ। ଘଣ୍ଟା କଣ୍ଟା ଧୀରେ ଧୀରେ ୬ ପାଖରୁ ଯାଇ ୭ରେ ପହଞ୍ଚିଲା। ସମୟ ସେତେବେଳେ ସନ୍ଧ୍ଯା ୭ଟା। ହଠାତ୍ ପାଖରେ ଥିବା ଫୋନ୍ ଟି ବାଜି ଉଠିଲା। ତତକ୍ଷଣାତ ଫୋନ୍ ଉଠେଇଲା ଝିଅଟି। ସେପଟୁ କେହିଜଣେ କହିଲା, "ମୁଁ ଆଉ ୧୦ ମିନିଟରେ ଯାଇ ପହଞ୍ଚୁଛି।" ଝିଅଟିର ଖୁସି କହିଲେ ନସରେ। ବୋଧହୁଏ ସେ ଯାହା ପାଇଁ ଏତେ ବ୍ଯସ୍ତ ହୋଇ ଅପେକ୍ଷା କରିଥିଲା, ସେ ଆସିବାର ସମୟ ହେଇଗଲା। ୧୦ ମିନିଟ୍ ଯାଏଁ ସେ ସେମିତି ଘଣ୍ଟା କଣ୍ଟାକୁ ଚାହିଁ ବସିଥାଏ। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ତା'ର ମନର ମଣିଷ ତା' ପାଖକୁ ଆସିଲେ। ତାଙ୍କ ଖୁସି ଦେଖି ଘଣ୍ଟା କଣ୍ଟା ମଧ୍ଯ କିଛି ସମୟ ଅଟକି ଯାଇଥିଲା ଓ ସେମାନଙ୍କ ଖୁସିରେ ବହୁତ ଖୁସି ହେଇଥିଲା। Tik tik sound krke ghadi k kaante chal rahe the... Ek ladki ek book pakad ke byast bibrat ho ke book k pages palta rahi thi... Sayad wo kisi
Tik tik sound krke ghadi k kaante chal rahe the... Ek ladki ek book pakad ke byast bibrat ho ke book k pages palta rahi thi... Sayad wo kisi #Collab #YourQuoteAndMine #yqodia #Yqbhaina #munodia #YoStoWriMoଓଡ଼ିଆ #YQODIASTORY6
read moreVic@tory
orange string love light I Love you ©Kumar Vinod Shayad us tak pahunch jaye
Shayad us tak pahunch jaye #darbaredil
read more