Nojoto: Largest Storytelling Platform

New odia new sambalpuri 390 Quotes, Status, Photo, Video

Find the Latest Status about odia new sambalpuri 390 from top creators only on Nojoto App. Also find trending photos & videos about, odia new sambalpuri 390.

Sushreeta Patel

#quoets life quotes in odia

read more
White ଅନ୍ଧ କୁ ଦୁନିଆ ଦେଖାଯାଏ ନାହିଁ,
କାମାନ୍ଧ କୁ ବିବେକ ଦେଖାଯାଏ ନାହିଁ, ଅହଂକାରି କୁ ନିଜଠୁ ଶ୍ରେଷ୍ଠ ଦେଖାଯାଏ ନାହିଁ, 
ଏବଂ ସ୍ବାର୍ଥପର କୁ ନିଜର କୌଣସି ଦୋଷ ଦେଖାଯାଏ ନାହିଁ

©Sushreeta Patel #quoets  life quotes in odia

Kush Kari

couple 390 lover

read more

Sanjay Behera

odia

read more

Khalid Malik

#New

read more

dil_ki.dhun

#Sambalpuri. #Love

read more
White ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପଛେ ଠିଆ ହେଇଛେଁ ମୁଇଁ
ପଛକେ ମୁଡି କରି ଟିକେ ହଁସି ତ ଦିଅ

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ନାଇଁ ହଁସ ବଏଲେ
ପଛକେ ମୁଡି କରି ଟିକେ ଦେଖି ତ ଦିଅ

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ପାଗଲା ଆଏ ଇ ଦିଲ 
ଇ ଦିଲ କେ ହେଲେ ମାଗି ତ ଦିଅ 

ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ
ଆଗୋ ଧନ ମୁଲକି ଟିକେ ହଁସି ତ ଦିଅ।।

©dil_ki.dhun #sambalpuri. #love

Reena Sharma

#reenasharma3011 Sethi Ji shehzadi Tafizul Sambalpuri बाबा ब्राऊनबियर्ड #शून्य राणा

read more

Mohammad Bilal

new

read more

lakita_ _008

Jay shree ram ## Jay shree Ram ## Odia song 2024 भक्ति सागर

read more

surender kumar

#Sad_shayri J P Lodhi. Sethi Ji Arshad Siddiqui निज़ाम खान Tafizul Sambalpuri

read more

Lili Dey

first try Odia poetry

read more
ଅନ୍ଧାର 

ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, 
ଆସିଛି କାଳିମା ସତେ କି ଆଜି ଉଁଆସ ରାତି,
ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ,
ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ,
ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି,
ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ,
ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି,
ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି,
ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି,
ଆସିଛି କାଳିମା ସତେ କି ଆଜି ଉଁଆସ ରାତି...

©Lili Dey first try Odia poetry
loader
Home
Explore
Events
Notification
Profile