Find the Latest Status about madhusudan das in oriya from top creators only on Nojoto App. Also find trending photos & videos about, madhusudan das in oriya.
Sony Mohanty
ye Aakhi khojuchi se barsa ku Jaha pani bundare.. ta luha ku chinhi habani ..se andhar Rati ku,,mana kholi kandibaku. aau se RayBan ra goggles Pachhare ta luha ku lucheibaku... Oriya qoutes## ownone## sonykisayari##
Oriya qoutes## ownone## sonykisayari##
read moreDipa Rani G.
ତୁମେ, କେତେ ଦିନ ପରେ, ଆସି ବାସ୍ତବ କୁ ଦହଲାଇ ଦେଲ। ଏବେ ଆଉ କଣ? ଜୀବନ ତ ଅନ୍ୟ ବେଗରେ, ଅନ୍ୟ ଗତ୍ୱବ୍ୟ କୁ ଚାଲିଛି। କଣ ବଦଳି ଯିବ? ମନ ର କଷ୍ଟ ଓ ସ୍ୱନ୍ୟତା। ମୁଁ ଜାଣେ, କେଉଁଠେ କିଛି ବି ବଦଳିବନି। କେବଳ, ତୁମର କଳ୍ପନା ଆସି ବସିବ ମୋ ପାଖରେ, ଠିକ ଗେଧୂଳି ର ଛାୟା ହୋଇ, ଠିକ ମୋ ସ୍ୱପ୍ନ ସାଥି ହୋଇ। #oriyapoem #love #separation #oriya #yqbhaina
#oriyapoem love #separation #Oriya #Yqbhaina
read moreSaroj Sundaray
କେବେ ଦେଖିଛ ସେ ନଦୀ କୂଳ କେମିତି ନଦୀ ସହ ସବୁବେଳେ ସାଥୀ ସାଥୀ ଚାଲି ଥାଏ, ଏହା ଜାଣିକି ବି ନଦୀ ର ଜନ୍ମ ତ ସମୁଦ୍ରର ରେ ମିଶି ବାକୁ, କେବେ ଚାହିଂଚ ଆକାଶର ସେ ଦୂର ଦିଗ୍ ବଳୟ କେମିତି ହାତ ଛନ୍ଦି ଚାଲୁ ଥାନ୍ତି, ଏହା ଜାଣିକି ବି ମିଳନ ତ ତାଙ୍କର ବି ସମ୍ଭବ ନୁହେଁ, କେବେ ଭାବିଛ ଆକାଶର ସୂର୍ଯ୍ୟ ସବୁ ଦିନ ଅସ୍ତ ହୋଇଯାଏ, ରାତ୍ରିର ଚନ୍ଦ୍ରମା କୁ ଦେଖିବାକୁ, ସେମାନେ ସମସ୍ତେ ପରସ୍ପର ର ପରିପୂରକ, ହେଇଥାଏ ପରେ ପରସ୍ପର କୁ ସେମାନେ କେବେ ନ ପାଇ ପାରନ୍ତି, କିନ୍ତୁ ଜଣକ ବିନା ଆଉ ଜଣେ ଅଧୁରା। ଜୀବନ ରେ ଭଲ ପାଇବା କେବଳ ଥରେ ହୁଏ, ତା ପରେ ଯାହା ଘଟି ଯାଏ ସେ ସବୁ କୁ ବ୍ୟବସ୍ଥା କି ପ୍ରବନ୍ଧ କି କିଛି ଲୋକ ଙ୍କ ମଧ୍ୟରେ ଘଣ୍ଟେ ଦୁଇ ଘଣ୍ଟାର ପ୍ରହସନ କହିଲେ ବି କିଛି ଭୁଲ ହବ ନାହିଁ। ହେଇଥାଏ ପରେ ଜୀବନ ସାରା ତୁମେ ଆଉ କାହା ସାଙ୍ଗରେ ରହିବ, କିନ୍ତୁ କେବେ ବି ତମେ ଚାହିଁକି ତାଙ୍କୁ ନିଜର କରି ପାରିବ ନାହିଁ। ସ୍ମୃତି ରେ ଆଉ କାହା କୁ ଦେଇ ଥିବା ଜାଗା ଖାଲି ପଡ଼ିବ ସିନା, ତାକୁ ଆଉ କାହାକୁ ଦବା ସମ୍ଭବ ନୁହେଁ........! #ଓଡିଆ #oriya #love #quote #shayri
Bhairav Dey
#HanMaiSabkoFollowKartaHun Madhusudan Shrivastava प्रह्लाद परस्तिश Sudha Tripathi Anupriya Das Pramodini mohapatra #जानकारी
read moreAbhiJaunpur
#94 दिमाग जब कभी भी हड़ताल पर जाता है, तब जुबान ओवरटाइम काम करने लगता है। ©Abhijaunpur #ramadan Madhusudan Shrivastava Sudha Tripathi Diksha Singh Anshu writer Rakesh Kumar Das
Ankit verma 'utkarsh'
कुछ बाकी है तुझमें मेरा, तू बस उसको जान ले. ©Ankit verma 'utkarsh' #Rose 💝💝Rakesh Kumar Das Satyaveer Singh Vickram Madhusudan Shrivastava पूजा उदेशी