Nojoto: Largest Storytelling Platform

Best ପରାଗ Shayari, Status, Quotes, Stories

Find the Best ପରାଗ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

Pallavi Pujapanda

#ପରାଗ

ପର୍ବପର୍ବାଣୀ, ପରାଗ, ଗ୍ରହଣ , ଅମାବାସ୍ୟା ,ଏକାଦଶୀ ଆଳରେ  ଫଳମୂଳ,  ଭଲମନ୍ଦ  ଖାଇବା ସାଙ୍ଗକୁ  ସରକାରୀ ଛୁଟିଟିଏ ମିଳିଗଲେ ...
ଆହାଃ... ସୁଖ ଉପରେ ନଳିତା ବିଡା ! 😃


#ଯାହା_ଯେମିତି_ସେମିତି 
#ପଲ୍ଲବୀ #yqbaba #yqdidi #yqbhaina  #yqodiawriting

Jyotshna Rani Sahoo

ଆଜିର #rapidfire ରେ ଲେଖନ୍ତୁ ଏହି ଶୀର୍ଷକରେ କିଛି ଅଣୁକଥା କିମ୍ବା ଅଣୁକବିତା। #ପରାଗ #Yqbhaina #yqodia #munodia #ଓଡ଼ିଆrapidfire #Collab #YourQuoteAndMine Collaborating with YourQuote Bhaina

read more
ତା ନିରବଚ୍ଛିନ୍ନ ସେବା
ଆଉ ଅବାରିତ ପ୍ରେମ
ତା ବଦଳରେ
ଜଳିବା ଧର୍ମ କହି
ତାକୁ ଜଳା ଯାଏ
କୁହୂଳା ଧୂଆଁ ଫୁଙ୍କି
ବାଦଲ ର ଭ୍ରମ 
ସୃଷ୍ଟି କରୁଥିବା ଆଶଙ୍କା
ସାଜିସ୍ ଆଉ ସାଲିସ
ସମୟ ସାଙ୍ଗେ
ପୁଣି ତାର ବିପରୀତ ଯାଇ
ତାକୁ ମୋହରା ବନେଇ
ପରିବର୍ତ୍ତିତ ସୁର୍ଯ୍ୟ କୁ
ଏବେ ସମ୍ମାନ ଦେବାର 
ଚିକ୍କଣ ଅଭିନୟ
ବାଃ ମଣିଷ
ସେ ଦୂର ଦିଗବଳୟରେ
ସୃଷ୍ଟି କରେ ଭ୍ରାନ୍ତଧାରଣା
ଜହ୍ନ ପୃଥିବୀ ଆଉ ସୂର୍ଯ୍ୟ ଭିତରେ
ଆଉ ନିଜେ ହେଇଯାଏ ପୀଡ଼ିତ
ପୀଡ଼ିତ ନୁହଁ କେବଳ ଅଭିନୟ
ସବୁ କାହାଣୀ ପଛର ନିର୍ଦ୍ଦେଶକ
ପ୍ରକୃତି ସାଙ୍ଗରେ ଖେଳ
ଆଉ ତାକୁ ନେଇ ଚଳଚ୍ଚିତ୍ର
ନାରାଜ ହୁଅନ୍ତି କଳାକାର
ଆଉ ଉପଭୋଗ କରନ୍ତି ଦର୍ଶକ
ଦୂରବୀକ୍ଷଣ ଲଗେଇ 
(ପ୍ରକୃତି ସାଙ୍ଗରେ ଖେଳ) ଆଜିର #rapidfire ରେ ଲେଖନ୍ତୁ ଏହି ଶୀର୍ଷକରେ 
କିଛି ଅଣୁକଥା କିମ୍ବା ଅଣୁକବିତା।

#ପରାଗ #yqbhaina #yqodia #munodia #ଓଡ଼ିଆrapidfire #collab  #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile