Nojoto: Largest Storytelling Platform

Best ପଲ୍ଲବୀ Shayari, Status, Quotes, Stories

Find the Best ପଲ୍ଲବୀ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 11 Stories

Pallavi Pujapanda

ଓଡ଼ିଆ ବ୍ରାହ୍ମଣ (ପୁଅ-ଝିଅ ଓଗେରେ )
ନିଜ ଜୀବନର ଅର୍ଦ୍ଧେକ ବିତେଇଦେଲା ପରେ ମଧ୍ୟ ଯାହା ବିଲକୁଲ  ବୁଝିପାରନ୍ତିନି  ବା ଛାଇ ଛାଇ ବୁଝନ୍ତି ତାହା ହେଉଛି "ମାଆ , ଶାଶୁ ଏବଂ ଧର୍ମପତ୍ନୀଙ୍କ ଚାରପାଠ "।

#ହାପି_ପଞ୍ଚୁକ 🙏😃

#ଯାହା_ଯେମିତି_ସେମିତି
#ପଲ୍ଲବୀ #yqbaba #yqbhaina

Pallavi Pujapanda

"ରାଗ"  ଭେଦିବାର  ସାହସ, ଭୋଗିବାର ଅଧିକାର ସମସ୍ତଙ୍କର ନଥାଏ ।  ଭୋଗୁଛ ଯଦି  ଭାଗ୍ୟବାନ ମଣ ! 😉

#ଯାହା_ଯେମିତି_ସେମିତି

#ପଲ୍ଲବୀ #yqbaba #yqbhaina

Pallavi Pujapanda

ଯେମିତି ଚାପ ପାଇ ପାଣି ଫୁଟିବା ଆଗରୁ ପରିବା ସିଝିଯାଏ ପ୍ରେସର୍ କୁକର୍ ରେ , 

ଠିକ୍ ସେମିତି ମାନସିକ ଚାପ ବଢିଲେ ମଣିଷ ପାକଳ ହେଇଯାଏ , ବୟସର ଢେର୍ ଆଗରୁ । 

#ଯାହା_ଯେମିତି_ସେମିତି

#ପଲ୍ଲବୀ #yqbaba #yqbhaina

Pallavi Pujapanda

Me : Happy Diwali

Crush : very sweet dp. God bless you . 

#maturity_level 🔥

#ପଲ୍ଲବୀ #yqbaba #yqdidi #yqquotes

Pallavi Pujapanda

ନିଜ ଘର ବୁଡି ଆଣ୍ଠୁଏ !
ଦେଶ ଅର୍ଥନୀତି, ରତ୍ନ ଭଣ୍ଡାର ଚାବି ,ପୁଅର ପରକୀୟା ପ୍ରୀତି ,ବୋହୂର ଅନଶନ ଦାଣ୍ଡରେ ପଡି ହାଟରେ ...

ଏହା ସତ୍ତ୍ଵେ ଆମ ନୋକଙ୍କର ଆନ୍ତର୍ଜାତିକ , ମହାଜାଗତିକ ସ୍ତରକୁ ଯାଇ କୋହିନୁର୍  ଗ୍ରହଣ ନିହାତି ପ୍ରଶଂସାଯୋଗ୍ୟ । 

#ଯାହା_ଯେମିତି_ସେମିତି

#ପଲ୍ଲବୀ #yqbhaina #yqbaba #yqquotes

Pallavi Pujapanda

#କୋହିନୁର୍

ଅର୍ଜିତ ସମ୍ପତ୍ତି ବୁଡ଼େଇ ବାଡେଇ ଦେଲାପରେ ଅଯୋଗ୍ୟ ଉତ୍ତରାଧିକାରୀମାନେ ପୈତୃକ ସମ୍ପତ୍ତି ପ୍ରତି ମାତ୍ରାଧିକ ଯତ୍ନବାନ (ଲାଳାୟିତ) ହୋଇପଡନ୍ତି । 

#ଯାହା_ଯେମିତି_ସେମିତି
#ପଲ୍ଲବୀ
 #yqdidi #yqquotes #yqbaba #yqodiawriting

Pallavi Pujapanda

#ପରାଗ

ପର୍ବପର୍ବାଣୀ, ପରାଗ, ଗ୍ରହଣ , ଅମାବାସ୍ୟା ,ଏକାଦଶୀ ଆଳରେ  ଫଳମୂଳ,  ଭଲମନ୍ଦ  ଖାଇବା ସାଙ୍ଗକୁ  ସରକାରୀ ଛୁଟିଟିଏ ମିଳିଗଲେ ...
ଆହାଃ... ସୁଖ ଉପରେ ନଳିତା ବିଡା ! 😃


#ଯାହା_ଯେମିତି_ସେମିତି 
#ପଲ୍ଲବୀ #yqbaba #yqdidi #yqbhaina  #yqodiawriting

Pallavi Pujapanda

#ଗମାତିଆ_ନାଁ 

ଏବେ : ଜାନ୍ , ଜାନୁ, ସ୍ୱିଟି , ସ୍ୱିଟ ହାର୍ଟ୍ , ବେବି , ବେବ୍ସ...

ସେବେ (ନବେ ଦଶକରେ) :

ପ୍ରେମିକ : ବିଲେଇ !
ପ୍ରେମିକା : ଚୋର !

ବି.ଦ୍ର : ଭାବାବେଗ ଯାହା ହେଇଥାଉନା କାହିଁ ! 😅😅

#ପଲ୍ଲବୀ
୨୦/୧୦/୨୨ #yqbaba #yqodia #yqbhaina

Pallavi Pujapanda

#କଳା

ଦେଖଣାହାରୀ କି ଦେଖେ 
କଳାର ଧଳା ପାଖ,
ହାଲୁକା ଦାଗଟାଏ
କେଡେ ଜକଜକ !
ମୁଁ ପ୍ରେମ କରେ ଯେଉଁ ଫାଳ
ତମେ ସେଇ ଫାଳକ ନେଇ ଆସ,
ତମେ ଆସ ଗୋ
ଫେରେ ମୁହଁ ମାଖି  , କଣ୍ଠ ଝାଡ଼ି ଆସ
ଏ ବ୍ୟସ୍ତ , ବିଷାଦ
ସବୁ ଅଭିନୟ ସବୁ ଅବାସ୍ତବ !

#ଯାହା_ଯେମିତି_ସେମିତି
#ପଲ୍ଲବୀ
୧୬/୧୦/୨୦୨୨
 #yqbaba #yqbhainan  #thirdquote

Pallavi Pujapanda

ଇତିହାସ ସାକ୍ଷୀ ଅଛି !
ଗଣମାଧ୍ୟମ ଯେବେ ଯେବେ ସାମ୍ବାଦିକତାରୁ ମୋଡ଼ିହେଇ ତଦନ୍ତ ଆଡେ ପାଦ ବଢ଼େଇଛି , କଚଡା ନିଶ୍ଚେ ଖାଇଛି । 

Congratulations Initial appointees 💐😃

#ଯାହା_ଯେମିତି_ସେମିତି 
#ପଲ୍ଲବୀ  #yqbhaina #yqbaba #yqodia #secondquote
loader
Home
Explore
Events
Notification
Profile