Nojoto: Largest Storytelling Platform

Best sampalpuriday Shayari, Status, Quotes, Stories

Find the Best sampalpuriday Shayari, Status, Quotes from top creators only on Nojoto App. Also find trending photos & videos about will love sam savre mp3, passion and poetry sam peckinpah, sam the sudden, everyone needs a sam, sam in hindi,

  • 1 Followers
  • 1 Stories

Jyotshna Rani Sahoo

Sambalpuri day ❤️❤️ Sanjita Pradhan Sunita Sahoo nirmalya swain Nihar ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏 ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ। #sambalpuriquotes #sampalpuriday

read more
ଦିଲ୍ ସୁନା ମୁଡେ ପଥର
ବାହାରେ ଟାନ୍
ନରମ୍ ମନ୍ ଭିତର
ଆସଲେ ଘାଏ
କେହି ପାସରି ନାଇ ପାରନ୍
ସବୁର୍ ମୁହେ ତାର୍ ଗୁନ୍
ଚାଖଲେ ଘାଏ ନାଇ ଭୁଲ
ଆମର ହେଡୁଆ କରଡି ତୁନ୍।

ଆମର ଭାଷା ମିଠା ମିଠା
ଲଗେଇ ଦେସି ମୋହନି ଅଠା
ଲୁକେ ଜାନସନ୍ ଆମକେ କେତେ
ଯାହାର ମନ୍ ବଡ଼ ଯେତେ
ଆମର୍ ଦରବ୍ ହାଥେ ବଢ଼ା
ପ୍ରେମ୍ ର ରଙ୍ଗ ଦିହେ ଚଢା।

ସମ୍ବଲପୁରୀ କପଡ଼ା ଦେଖି
ଲୁଭେଇ ଯିବା ତୁମହର ଆଖି
ଯାହାକେ ଯେତେ ମନ୍ଦିର ମାନେ
ପୂଜା ପାଏସନ୍ତ୍
ସବକର୍ ମନେ
ଲାଗସି ଗୁଟେ ସରଗ୍ ଜେନ୍ତା
ସବକୁ ସାହା ସମଲେଇ ମାତା। Sambalpuri day ❤️❤️
Sanjita Pradhan 
Sunita Sahoo 
nirmalya swain 
Nihar  
ସମସ୍ତେ କିଛି କିଛି ଲେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛି 😊🙏
ଆଉ ଯାହା ନାମ ମେଂସନ୍ କରିନି ସେମାନେ ମଧ୍ୟ।
#sambalpuriquotes #sampalpuriday


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile