Find the Best yourquoteodia Shayari, Status, Quotes from top creators only on Gokahani App. Also find trending photos & videos aboutfalling in love with you quotes, now i wanna fall in love with you, i m in love with your body, love poems for your boyfriend from the heart in hindi, love your life quotes,
Rajeswari Rath
କାହିଁକି ଯେ ମୋ ହୃଦୟକୁ ମାଡ଼ିଆସୁଛି ଡର, ସୁଖରେ ଗଢ଼ିଉଠିବ ତ ମୋ ସ୍ବପ୍ନର ସଂସାର।। ଧୀରେ ଧୀରେ ଦିନ ଆସୁଛି ପାଖେଇ, ସାଥିରେ ଚାଲିବା ବାଟ ଜୀବନସାଥୀ ହୋଇ।। ଜାଣି ନାହିଁ ମୁଁ ସ୍ବଭାବ ତୁମର, ଖୁସିରେ ଭରି ରହୁ ଆମରି ଘର।। ଜୀବନରେ ଆସେ ଅନେକ କଠିନ ପରିସ୍ଥିତି, ସଦା ଛିଡ଼ା ହେବି ସାଥେ ସାଜି ତୁମ ସାଥୀ।। ଭଗବାନଙ୍କର ଆଶୀର୍ବାଦ ବଜାୟ ରହୁ ସଦା ଅଶ୍ରୁ ଧାରାରେ ଆଖି ମୋର ନ ହୋଇ ଓଦା।। ମୋ ହୃଦୟର ଡର #yourquoteodia #yourquotedidi #yourquotebhaina #yqodiawriting #yqodiapoetry
ମୋ ହୃଦୟର ଡର #yourquoteodia #yourquotedidi #yourquotebhaina #yqodiawriting #yqodiapoetry
read moreTejaswini Patra
ସ୍ୱପ୍ନର ଅମ୍ବାର ବଜାର ର ଖେଳନା ଯେମିତି ରଙ୍ଗ ବେରଙ୍ଗ ମନ ଲୋଭାଣିଆ ଶାନ୍ତି ବଦଳରେ ସ୍ୱପ୍ନ ମିଳେ ବିକିଦେଇ ଯାଏ ମଣିଷ ସବୁ ଶାନ୍ତି ବନ୍ଧାପଡେ ସମୟ ନିତି ଚାଲେ କିଣାବିକା ଭଙ୍ଗା ସ୍ୱପ୍ନ ମୂଲହୀନ ହୋଇ ଦୁଆର ଚାମୁଟେ ମଣିଷର ଗଳାଫଟା କାନ୍ଦ, ଥକିପଡି ମାର ବୁକୁରେ ଶୋଇଯାଏ ଆଉ ଭୁଲିଯାଏ ପୁଣି ନୂଆ ସ୍ୱପ୍ନ ସଜାହୁଏ ନୂଆ ରୂପରେ ଖୁସିର ଲହର କୂଳ ଲଙ୍ଘେ , ହେଲେ କ୍ଷଣିକ ପାଇଁ ପୁଣି ବଜାରରେ ନୂଆ ଖେଳନାର ଆସର, ପୁରୁଣା ଆକର୍ଷଣ ତାକୁ ପାଇବାର ଆଶାରେ ବିକାଭଙ୍ଗା ଚାଲେ ଏ ପାଗଳ ମଣିଷ ଏମିତି ହିଁ ଘୁରୁଥାଏ ସବୁକିଛି ହରାଇ ସ୍ୱପ୍ନର ବଜାର ... ଅଜବ ସହର ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଏକେଉଁସହର #collab #yqodia #yqbhaina #odiawritings #yourquoteodia #yourquoteandmine #kuchbateeinankahi Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କବିତା କାହାଣୀ ଏକପଦୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଏକେଉଁସହର #Collab #yqodia #Yqbhaina #odiawritings #yourquoteodia #YourQuoteAndMine #kuchbateeinankahi Collaborating with YourQuote Bhaina
read moreTejaswini Patra
ଯାହା ଦେହରେ ବର୍ଷ ବର୍ଷର କାହାଣୀ ଖୋଦା କ'ଣ ବିତିଛି, କ'ଣ ସହିଛି ଏ ମାଟି, କ'ଣ ଦେଖିଛି ସେ ଯାହା ପାଖେ ହସ ଲୁହ ବିଜୟ ପରାଜୟର କାହାଣୀ ଭର୍ତ୍ତି ଆଜି ବି ବଖାଣୁଛି ନିରବରେ ସବୁକିଛି ସେ ପଥର ମୂର୍ତ୍ତି ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ। #collab #odiawritings #yourquoteodia #munodia #yqodia #yqbhaina #yourquoteandmine #kuchbateeinankahi Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କଥା ଅବା କବିତା ଉପରୋକ୍ତ ଶୀର୍ଷକରେ। #Collab #odiawritings #yourquoteodia #munodia #yqodia #Yqbhaina #YourQuoteAndMine #kuchbateeinankahi Collaborating with YourQuote Bhaina
read moreS_mi_le
ଅଜଣା ରୁ ଚିହ୍ନା ଜଣା ଧିରେ ଧିରେ ବୁଝାବଣା କଥା ରେ କହିବା ଦରକାର ହୁଏନି ବୁଝି ଯାଅ ତୁମେ,ଯାହା ମନେ ଅଛି ଲୁଚି କୁହ.. ଏ ପ୍ରେମ ନା ଆଉ କିଛି।। ଶୁଭ ସକାଳ ବନ୍ଧୁ ଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ପ୍ରେମନାଆଉକିଛି #collab #yqbhaina #yqodia #yourquoteodia #YourQuoteAndMine Collaborating with YourQuote Bhaina #secondquote
ଶୁଭ ସକାଳ ବନ୍ଧୁ ଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ପ୍ରେମନାଆଉକିଛି #Collab #Yqbhaina #yqodia #yourquoteodia #YourQuoteAndMine Collaborating with YourQuote Bhaina #secondquote
read morekoushik lenka
ତୁ ଶନିବାର ରାତି ମୁଁ ରବିବାର ସକାଳ,,, ମୁଁ ଝୁଣ୍ଟୁଥିବା ପୃଥିବୀ! ତୁ ଜ୍ୟୋତ୍ସ୍ନା ଭିଜା ବାରମାସୀ ଡାଳ।।।। ତୁ ରଫ୍ ଖାତା ର କଲମୀ ନଈ! ମୁଁ ସେ ନଈ ପାଖ ତାଳ~ବଣ,,, ମୁଁ ବିନା ମେଘରେ ଲୁଚୁଥିବା ଗେରୁଆ ସୁରୂଜ! ତୁ ମୋତେ ଛୁଇଁବା କୁ ପକ୍ଷୀ, ସାଜି ଭରୁ ଉଡ଼ାଣ।।। ମୁଁ ତୋତେ ନିରେଖି ଦେଖୁଥିବା ପଥିକ! ତୁ ଲେବୁଲ କ୍ରସିଂ ରେ, ମୋତେ ଅଟକଉଥିବା ନାଲି ରଙ୍ଗ,,, ଅଳପ କଳ୍ପନା ତୁମେ ଅଳପ ସତ! "ମୁଁ" ଆଉ "ତୁ" ଅଜାଣତେ ବାନ୍ଧନ୍ତି ମିତ।। Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଅଳପକଳ୍ପନା #yqbhaina #yqodia #collab #odiawritings #yourquoteodia #YourQuoteAndMine Collaborating with YourQuote Bhaina
Collab କରି ଲେଖନ୍ତୁ କିଛି ମନଛୁଆଁ କବିତା,କାହାଣୀ ଏକପଦୀ କିମ୍ବା ଲଘୁକଥା ଉପରୋକ୍ତ ଶୀର୍ଷକରେ। #ଅଳପକଳ୍ପନା #Yqbhaina #yqodia #Collab #odiawritings #yourquoteodia #YourQuoteAndMine Collaborating with YourQuote Bhaina
read morekoushik lenka
ଦିନେ ଇଂରାଜୀ ର ଇଙ୍ଗିତରେ ବିସ୍ତାରିତ ବିଜ୍ଞାନ ବାଟରେ ବାଟୋଇ ସାଜିଥିଲୁ, ଆଉ ଏବେ ସାହିତ୍ୟର ସାହାସରେ ମୋ ଆଡ଼େ ଚାହୁଁନୁ ମୁଁ କ'ଣ ସତରେ! ତୋ ପାଇଁ ଅପରିଚିତ ।। #ଜୀବନଏକସମୀକରଣ #ହାରିଗଲି_ସବୁଦିନ_ପାଇଁ #yqodia #yqbhaina #yourquoteodia #odiawritings
#ଜୀବନଏକସମୀକରଣ #ହାରିଗଲି_ସବୁଦିନ_ପାଇଁ #yqodia #Yqbhaina #yourquoteodia #odiawritings
read moreSwapnali Debata
ନୂତନ ଵର୍ଷର ନୂତନ ପୃଷ୍ଟା ଆପଣଙ୍କ ଜୀବନକୁ ନୂତନ ସ୍ପର୍ଦ୍ଦା , ଆଶା ଓ ଉଲ୍ଲାସର ଜ୍ୟୋତି ରେ ଆଲୋକିତ କରିଦେଉ । ନୂତନ ବର୍ଷ ୨୦୨୨ ର ଶୁଭେଚ୍ଛା ଓ ଅନେକ ଶୁଭକାମନା । #happynewyear2022 #newyear #newbeginnings #odiaquotes #odiawitings #yourquotebaba #yourquoteodia
ranjita jena
ତୁମ କଥା ମନେ ପଡେ କେବେ ଏକାନ୍ତରେ ତ କେବେ ପୁଣି ଅଜସ୍ର ଭିଡ ଭିତରେ, କିଂନ୍ତୁ ଯେବେ ବି ତୁମ କଥା ମନେ ପଡେ, କାହିଁକି କେଜାଣି, ତୁମ ସ୍ମୃତିର ମହକରେ ମୋର ଆଖପାଖ ସବୁ ମହକି ଉଠେ। ଲେଖନ୍ତୁ କିଛି ମନଛୁଆଁ କବିତା ଉପରୋକ୍ତ ଶୀର୍ଷକରେ। #ମନେପଡତୁମେ #yqbhaina #munodia #yqodia #collab #odiawritings #yourquoteodia #YourQuoteAndMine Collaborating with YourQuote Bhaina
ଲେଖନ୍ତୁ କିଛି ମନଛୁଆଁ କବିତା ଉପରୋକ୍ତ ଶୀର୍ଷକରେ। #ମନେପଡତୁମେ #Yqbhaina #munodia #yqodia #Collab #odiawritings #yourquoteodia #YourQuoteAndMine Collaborating with YourQuote Bhaina
read moreJS Jyoti
ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା! ଜହ୍ନରାତିରେ ତୁମେ ଜହ୍ନକୁ ଦେଖିବ, ଆଉ ମୁଁ ବି, ଦୂରରେ ଥିଲେ ବି ଦେଖା ହେବା ଜହ୍ନର ପଲକ ସହ ପଲକ ମିଶାଇ ସମୟର ଏକ ବେନାମୀ ମୋଡ଼ରେ। ସ୍ୱପ୍ନ ସିନା ସରି ଯାଏ ସ୍ମୃତି କଣ ସରେ? ନିଦ ସିନା ଭାଙ୍ଗି ଯାଏ ସ୍ମୃତି କଣ ଫିଙ୍ଗି ହୁଏ? ତୁମେ ସିନା ଭୁଲି ଯାଇ ଖୋଜ ପୁଣି ନୂଆ ଏକ ମନ, କିନ୍ତୁ ମୋ ସାଥେ- ସ୍ମୃତି ସବୁ ସାଥି ହୋଇ ବାଟ ଚାଲେ ସବୁଦିନ । ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା!
ସ୍ମୃତି ଅଚାନକ ଦେଖାହୁଏ ପାହାନ୍ତି ରାତିର ବ୍ଲାଙ୍କେଟ ଭିତରେ, ତମାମ କୋଳାହଳର ଭିଡ଼ ଭିତରେ ଚଲା ବାଟେ ଛାଇ ସାଥିରେ, ସକାଳର ପହିଲି ଖରାରେ, ଆଉ ରାତି ସାଢ଼େ ସାତଟାରେ ଜହ୍ନ ସହ ଛାତ ଉପରେ... କଥା ଥିଲା!
read moreSnigdharani Panda
ଅତୀତ! ଏକ ନିବୁଜ କୋଠରୀ ଖୋଲ ନାହିଁ ତାକୁ ଭୁଲ୍ କରି। ଖୋଲିଦେଲେ ତାକୁ ଲୁହ ହିଁ ମିଳିବ ତାକୁ ଭୁଲିଗଲେ ତୁମେ ଆଗେଇବ। ସେ କୋଠରୀରୁ ଯାଅ ରେ ଦୂରେଇ ବର୍ତ୍ତମାନ ସହ ଚାଲ ତାଳ ଦେଇ।। ଚାଲନ୍ତୁ #collab କରି ଲେଖିବା କିଛି ମନଛୁଆଁ ସୃଜନୀ ଉପରୋକ୍ତ ଶୀର୍ଷକରେ। #ଅତୀତଏକନିବୁଜକୋଠରୀ #yqbhaina #yqodia #munodia #odiawritings #yourquoteodia #YourQuoteAndMine Collaborating with YourQuote Bhaina
ଚାଲନ୍ତୁ #Collab କରି ଲେଖିବା କିଛି ମନଛୁଆଁ ସୃଜନୀ ଉପରୋକ୍ତ ଶୀର୍ଷକରେ। #ଅତୀତଏକନିବୁଜକୋଠରୀ #Yqbhaina #yqodia #munodia #odiawritings #yourquoteodia #YourQuoteAndMine Collaborating with YourQuote Bhaina
read more