Find the Best yqodiabhaina Shayari, Status, Quotes from top creators only on Gokahani App. Also find trending photos & videos about
Rajeswari Rath
ଜୀବନରେ କେବେ ମଧ୍ୟ କାହାଠାରୁ ଅଧିକ ଆଶା ରଖିବା ଅନୁଚିତ୍। ଯେତେବେଳେ ସେହି ଇଚ୍ଛା ବା ଆଶା ପୂରଣ ହୁଏ ନାହିଁ ସେତେବେଳେ ଅଧିକ କଷ୍ଟ ଲାଗେ। #yqodia #yqodiapoetry #yqodiabhaina #yqodiawriting #yqodiaquotes
Rajeswari Rath
ଆମେ ନିଜର ବାପା ମା ଭାଇ ଭଉଣୀ କଥାକୁ ଅତି ସହଜରେ ସହି ଯାଉଛୁ କିନ୍ତୁ ନିଜ ଶାଶୁ ଶ୍ୱଶୁର ର କଥାକୁ ସହି ନ ପାରି ଘରେ ଝଗଡ଼ା କରିଥାଉ। ଜୀବନର ପାଠ #yqodiapoetry #yqodia #yqodiabhaina #yqodiatale
ଜୀବନର ପାଠ #yqodiapoetry #yqodia #yqodiabhaina #yqodiatale
read moreRajeswari Rath
ବେଳେ ବେଳେ ମଣିଷକୁ ଆମେ ଠିକ୍ ରେ ଚିହ୍ନିବାରେ ଅସଫଳ ହୋଇଥାଉ। ତାକୁ ଭୂଲ୍ ବୁଝିଥାଉ।ସତ କଥା କହିଲେ ମଧ୍ଯ ବିଶ୍ବାସ ନ କରି ନିଜ ଠାରୁ ଦୂରେଇ ଦେଉ। #yqodia #yqodiapoetry #yqodiawriting #yqodiaquotes #yqodiabhaina
Rajeswari Rath
ମଣିଷ ସମସ୍ତ କାର୍ଯ୍ୟ ଜାଣି ନ ଥାଏ।କିନ୍ତୁ ପ୍ରତ୍ୟେକ ମଣିଷ ପାଖରେ ଗୋଟିଏ ପ୍ରତିଭା ନିଶ୍ଚିତ ଥାଏ।ସେହି ପ୍ରତିଭାକୁ ଚିହ୍ନି ନିଜ ଜୀବନରେ ପ୍ରୟୋଗ କରିବେ,ଆପଣଙ୍କୁ ଏକ ଅଦ୍ଭୁତ ସୁଖର ଅନୁଭୂତି ହେବ ଯେତେବେଳେ ଆପଣ ସଫଳତାର ପାହାଚରେ ପାଦ ପକାଇଥିବେ। ପ୍ରତିଭା #yqodia #yqodiawritingyourquote #yqodiabhaina #yqodiawriting
ପ୍ରତିଭା #yqodia #yqodiawritingyourquote #yqodiabhaina #yqodiawriting
read moreRajeswari Rath
ଆପଣ ଏମିତି କିଛି ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବେ ଯିଏ କି ସ୍ବାର୍ଥପର ଏବଂ ସାହାଯ୍ୟ ଦରକାର ଥିଲେ ସେ ଆସିବେ,ଦରକାର ପଡିଲେ ଗୋଡ ମଧ୍ଯ ଧରନ୍ତି।ଆପଣ ରାଗିଯାଇ ଭାବିବେ ଆଉ ଏଥର ସାହାଯ୍ୟ କରିବି ନାହିଁ।ଦୟାକରି ଏମିତି ଭାବନା ମନରେ ଆଣିବେ ନାହିଁ ଏବଂ ସାହାଯ୍ୟ ନିଶ୍ଚିତ କରିବେ। ଗୋଟିଏ କଥା ସବୁବେଳେ ମନେ ରଖିବେ ଦୀପର ଆବଶ୍ୟକତା ସେତେବେଳେ ଜଣାପଡେ ଯେତେବେଳେ ଅନ୍ଧକାର ହୁଏ।ତେଣୁ ଆମ ସ୍ବଭାବ ମଧ୍ଯ ଦୀପ ଭଳି ହେବା ଉଚିତ।ନିଜକୁ ଭାଗ୍ୟବାନ ବୋଲି ଭାବନ୍ତୁ କାରଣ ଆପଣ ଜଣକୁ ସାହାଯ୍ୟ କରିପାରୁଛନ୍ତି। Humesha niswarth bhab se sabhi ka help kijiye #munodia #yqodiawriting #yqodiapoet #yqodiabhaina #yqodiaquotes
Humesha niswarth bhab se sabhi ka help kijiye #munodia #yqodiawriting #yqodiapoet #yqodiabhaina #yqodiaquotes
read morekoushik lenka
ଜହ୍ନ ବିନା କଇଁ, କଇଁ ବିନା ରାତି ରାତି ବିନା ସାଥି, ସାଥି ବିନା ଜୀବନ ଗୀତି ଗୀତି ବିନା ଲୁଚା ପ୍ରେମର ଭୀତି, ଭୀତି ବିନା କେମିତି ଜମିବ ତାତି।। ନାଆ ବିନା ନାଉରୀ, ନାଉରୀ ବିନା ମାଝି ମାଝି ବିନା କାଳିଜାଈ ତୁଠ, ତୁଠ ବିନା ଗରା ଗରା ବିନା ରମଣୀ, ରମଣୀ ବିନା ଭ୍ରମଣ ଭ୍ରମଣ ବିନା ମନ କି ସାଜିବ ପ୍ରଫୁଲ୍ଲ ର କାରଣ।। ରାଧା ବିନା କାହ୍ନା, କାହ୍ନା ବିନା ଯମୁନା ଯମୁନା ବିନା ତ୍ରିବେଣୀ, ତ୍ରିବେଣୀ ବିନା ମିଳନ ମିଳନ ବିନା ଭାବନା, ଭାବନା ବିନା କବିତା କବିତା ବିନା କଳ୍ପନା, କଳ୍ପନା ବିନା କବି ପାରିବ କି ବଞ୍ଚି।। ପ୍ରିୟ Biswashree Das ଦିଦି ଚେଷ୍ଟା କରିଛି, ତୃଟି ଥିଲେ ତମ କାନ ଧରି ଶାସନ କୁ ବି ସ୍ୱାଗତ କରିବି କବି ବିନା କଳ୍ପନା,କବିତା ବିନା ଭାବନା ର ଥାଏ କି ଅସ୍ତିତ୍ୱ ? ଆଗକୁ ବଢ଼େଇ ନେବା ଆପଣଙ୍କ ଦାୟିତ୍ୱ।😇😇open for collab🙏🙏🙏 #yqbhaina #odiawritings #yqodiabhaina #କବିବିନାକଳ୍ପନା #YourQuoteAndMine Collaborating with Biswashree Das
ପ୍ରିୟ Biswashree Das ଦିଦି ଚେଷ୍ଟା କରିଛି, ତୃଟି ଥିଲେ ତମ କାନ ଧରି ଶାସନ କୁ ବି ସ୍ୱାଗତ କରିବି କବି ବିନା କଳ୍ପନା,କବିତା ବିନା ଭାବନା ର ଥାଏ କି ଅସ୍ତିତ୍ୱ ? ଆଗକୁ ବଢ଼େଇ ନେବା ଆପଣଙ୍କ ଦାୟିତ୍ୱ।😇😇open for collab🙏🙏🙏 #Yqbhaina #odiawritings #yqodiabhaina #କବିବିନାକଳ୍ପନା #YourQuoteAndMine Collaborating with Biswashree Das
read moreSandhya Rani Das
ଅଭିମାନୀ କହି ପୋଛି ପାରିବନି ଘୃଣା ତୁମେ ମୋ ମନରୁ ତୁମେ ଦେଇଥିବା ଅତୀତର କ୍ଷତାକ୍ତ ସୃତି ର ଚିହ୍ନକୁ କି ବା ଲିଭେଇ ପାରିବି ମୋ ହୃଦୟରୁ ।।। #yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
read moreSandhya Rani Das
ଆଉ ପୁରୁଣା ଦିନକୁ ମୁଁ କେମିତି ଫେରିବି , ତୋ ସୃତିର ଅତୀତକୁ ମୋ ମନରୁ ପୋଛି ଦେଲା ପରେ ପୁଣି କେମିତି ସେ ପୁରୁଣା ଅତୀତର ସ୍ମୃତିକୁ ମନେ ପକାଇବି ? #yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
read moreSandhya Rani Das
ବଞ୍ଚିବାକୁ ଚାହେଁ ମୁଁ ଏବେ ମୋ ନୂଆ ଜୀବନରେ , ହଜିଯାଇ ଥିବା ମୋ ଅମୂଲ୍ୟ ଜୀବନକୁ ଆରମ୍ଭ କରୁଛି ନୂଆ ରୂପରେ ।।। #yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ
#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ
read moreSandhya Rani Das
ଅଭିମାନୀ କହି ପୋଛି ପାରିବନି ଘୃଣା ତୁମେ ମୋ ମନରୁ ତୁମେ ଦେଇଥିବା ଅତୀତର କ୍ଷତାକ୍ତ ସୃତି ର ଚିହ୍ନକୁ କି ବା ଲିଭେଇ ପାରିବି ମୋ ହୃଦୟରୁ ।।। #yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
#yourfeelings_mywords #yqodiawriting #yqodiabhaina #ବଞ୍ଚିବାକୁମୁଁଚାହେଁ #YourQuoteAndMine Collaborating with Sandhya Rani Das
read more