Find the Best yqodiapoet Shayari, Status, Quotes from top creators only on Gokahani App. Also find trending photos & videos about
Rajeswari Rath
ଆପଣ ଏମିତି କିଛି ବ୍ୟକ୍ତିଙ୍କ ସଂସ୍ପର୍ଷରେ ଆସିଥିବେ ଯିଏ କି ସ୍ବାର୍ଥପର ଏବଂ ସାହାଯ୍ୟ ଦରକାର ଥିଲେ ସେ ଆସିବେ,ଦରକାର ପଡିଲେ ଗୋଡ ମଧ୍ଯ ଧରନ୍ତି।ଆପଣ ରାଗିଯାଇ ଭାବିବେ ଆଉ ଏଥର ସାହାଯ୍ୟ କରିବି ନାହିଁ।ଦୟାକରି ଏମିତି ଭାବନା ମନରେ ଆଣିବେ ନାହିଁ ଏବଂ ସାହାଯ୍ୟ ନିଶ୍ଚିତ କରିବେ। ଗୋଟିଏ କଥା ସବୁବେଳେ ମନେ ରଖିବେ ଦୀପର ଆବଶ୍ୟକତା ସେତେବେଳେ ଜଣାପଡେ ଯେତେବେଳେ ଅନ୍ଧକାର ହୁଏ।ତେଣୁ ଆମ ସ୍ବଭାବ ମଧ୍ଯ ଦୀପ ଭଳି ହେବା ଉଚିତ।ନିଜକୁ ଭାଗ୍ୟବାନ ବୋଲି ଭାବନ୍ତୁ କାରଣ ଆପଣ ଜଣକୁ ସାହାଯ୍ୟ କରିପାରୁଛନ୍ତି। Humesha niswarth bhab se sabhi ka help kijiye #munodia #yqodiawriting #yqodiapoet #yqodiabhaina #yqodiaquotes
Humesha niswarth bhab se sabhi ka help kijiye #munodia #yqodiawriting #yqodiapoet #yqodiabhaina #yqodiaquotes
read moreRajeswari Rath
ମୋ ବାପା ବାପା ତୁମେ ମୋର, ସବୁବେଳେ କର ମତେ ଆଦର।। ହାତ ଧରି ଚାଲିବା ଶିଖେଇଲ, କରି ମତେ ଗେଲ।। ଥିଲି ମୁଁ ନିଜର ଥିବି ମୁଁ ନିଜର, କରିବ ନାହିଁ କେବେ ସାତପର।। ସଭିଙ୍କୁ କୁହେ ଝିଅ ମୁଁ ବାପାର, ପରିବାରର ମୁଖିଆ ଆମର।। ଆଖି ପଲକରେ ରଖିଛ ସଜାଇ, ଅଶ୍ରୁର ସାଗରରେ କିଏ ନେବ ମତେ ଭସାଇ ।। ମୋର ବାପା ମୋର ଜୀବନ, ମତେ ନେଇ ଦେଖ ତୁମେ କେତେ ଯେ ସପନ।। ପୂରା କରିବି ମୁଁ ଲକ୍ଷ୍ଯ ତୁମର, ଝିଅ ମୁଁ ତୁମ ଆଖି ପଲକର।। Rajeswari #secondquote father's day ke liye ek achisi odia kavita #yqodiawriting #yqodiapoet #yqodia #yqodiapoetry #yqodiakabita #yqodiawriting
#secondquote father's day ke liye ek achisi odia kavita #yqodiawriting #yqodiapoet #yqodia #yqodiapoetry #yqodiakabita #yqodiawriting
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited