Nojoto: Largest Storytelling Platform

Best yabhaina Shayari, Status, Quotes, Stories

Find the Best yabhaina Shayari, Status, Quotes from top creators only on Nojoto App. Also find trending photos & videos about yab, unfollow yab, yab yum resort, unflw yab, bahut takleef deti haina meri baatein,

  • 3 Followers
  • 8 Stories

k. Mishra

ମୁଠାଏ ସପ୍ନ #yabhaina #odiapoetry #bestyqenglishquotes #yq

read more
ହୁଏତ ସେ ଶାଗୁଆନା ଗଛ ଟି ସେଠି ମୁକ ସାକ୍ଷୀ ପରି ଥିବ, 

 ହେଲେ ସେ ଦିନ ଆଉ ନଥିବ, ତୁମେ ଥିବ,

 ମୁଁ ଆଉ ନଥିବି,

ସେ ରାତି ଥିବ ମାତ୍ର ସେ ସ୍ୱପ୍ନ ଆଉ ନଥିବ,

 ତୁମେ ଥିବି, ମୁଁ ଆଉ ନଥିବ ।।। ମୁଠାଏ ସପ୍ନ #yabhaina #odiapoetry #bestyqenglishquotes #yq

Poonam Patra

#ଓଡ଼ିଆମନକଥା #yabhaina #ମୋଭାବନାରୁ_କିଛି #ସମ୍ପର୍କର_ପରିଭାଷା

read more
ଜୀବନ ରେ କୌଣସି ବି ସମ୍ପର୍କ ହେଉ, 
ତୃତୀୟ ଜଣକ ଆଗମନ ରେ ଢୀଲା ପଡି ଯାଏ ।
ଯେତେ ଚେଷ୍ଟା କଲେ ବି ମଣିଷ ବାଣ୍ଟି ହୋଇ ଯାଏ.......
ପରିଣାମ ସ୍ୱରୂପ 
ପ୍ରଥମ ଲୋକ ଟି ହିଁ ଆପେ ଆପେ ଦୂରେଇ ଯାଏ ।
କିନ୍ତୁ ଏହି ଦ୍ଵରତ୍ୱର ଆଭାସ ହେଉ ହେଉ ବହୁତ ବିଳମ୍ବ ହେଇ ଯାଏ । #ଓଡ଼ିଆମନକଥା #yabhaina #ମୋଭାବନାରୁ_କିଛି 
#ସମ୍ପର୍କର_ପରିଭାଷା

Jyotshna Rani Sahoo

ସେ ହେଇ ପାରେ ତୁମର
ଆଉ ହେଲେ କାହାର
ପଡ଼ିବ ନାହିଁ ଫରକ୍
ତୁମେ ଖାଲି ମୋର କହିବା ଛାଡ଼ିଦିଅ।

ରାତି ରାତି ବିନିଦ୍ର କୋଳେ
ତୁମେ ଖାଲି କୋଳେଇ ଧର ତା ସ୍ମୃତି
ଟିକେ ଦିଅ ଛାଡ଼ି ତାକୁ
କାହା ସ୍ମୃତି ବିନା ବି ଅଛି
ଅନେକ ଅସରନ୍ତି ରାତି। #yabhaina#munodia#yqodia

Jyotshna Rani Sahoo

ଅପେକ୍ଷାର ଅନ୍ତ ହୁଏ ହେଲେ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ଆପଣା ମଣିଷର ଅନ୍ତ ହୃଦୟ ବିଦାରକ। ଏକା ସାଙ୍ଗରେ ବାୟୁସେନା ରେ କାର୍ଯ୍ୟରତ ଥିଲେ ମିଷ୍ଟର ଦେବାଶିଷ ଶତପଥୀ ଆଉ ତାଙ୍କ ଉପରିସ୍ଥ ଅଧିକାରୀ ମିଷ୍ଟର ବସନ୍ତ ଛୋଟରାୟ।ଦୁହେଁ ଥିଲେ ବହୁତ୍ ଭଲ ବନ୍ଧୁ।ଦେବାଶିଷ ଶତପଥୀ ଜୀବନ ଠୁ ବେଶୀ ମହତ୍ତ୍ଵ ଦିଅନ୍ତି କର୍ତ୍ତବ୍ୟକୁ। ଖାଲି ସେ ନୁହଁ ଦେଶ ପାଇଁ କିଛି କରିବାର ସ୍ପୃହା ହିଁ ଦେଶଭକ୍ତି ଙ୍କୁ ଭିନ୍ନ ଅଲୌକିକ ଶକ୍ତିର ଅଧିକାରୀ କରିଥାଏ। ଆକାଶ ମାର୍ଗରେ ଯୁଦ୍ଧ ଚାଲିଥିଲା ବେଳେ ବସନ୍ତ ଛୋଟରାୟଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଥିଲା ଅମ୍ଳଜାନ ସିଲିଣ୍ଡର ର।ସେ ସମୟରେ ଦେବାଶିଷ ଦେଇ ଦେଇଥିଲେ ନିଜ ସିଲିଣ୍ଡର କ #yqodia #munodia #yabhaina

read more
କିଛି ମୁହୂର୍ତ୍ତ


(Read in caption a small story) ଅପେକ୍ଷାର ଅନ୍ତ ହୁଏ ହେଲେ ବର୍ଷ ବର୍ଷ ଧରି ଅପେକ୍ଷା କରୁଥିବା ଆପଣା ମଣିଷର ଅନ୍ତ ହୃଦୟ ବିଦାରକ।
ଏକା ସାଙ୍ଗରେ ବାୟୁସେନା ରେ କାର୍ଯ୍ୟରତ ଥିଲେ ମିଷ୍ଟର ଦେବାଶିଷ ଶତପଥୀ ଆଉ ତାଙ୍କ ଉପରିସ୍ଥ ଅଧିକାରୀ ମିଷ୍ଟର ବସନ୍ତ ଛୋଟରାୟ।ଦୁହେଁ ଥିଲେ ବହୁତ୍ ଭଲ ବନ୍ଧୁ।ଦେବାଶିଷ ଶତପଥୀ ଜୀବନ ଠୁ ବେଶୀ ମହତ୍ତ୍ଵ ଦିଅନ୍ତି କର୍ତ୍ତବ୍ୟକୁ। ଖାଲି ସେ ନୁହଁ ଦେଶ ପାଇଁ କିଛି କରିବାର ସ୍ପୃହା ହିଁ ଦେଶଭକ୍ତି ଙ୍କୁ ଭିନ୍ନ ଅଲୌକିକ ଶକ୍ତିର ଅଧିକାରୀ କରିଥାଏ।

ଆକାଶ ମାର୍ଗରେ ଯୁଦ୍ଧ ଚାଲିଥିଲା ବେଳେ ବସନ୍ତ ଛୋଟରାୟଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଥିଲା ଅମ୍ଳଜାନ ସିଲିଣ୍ଡର ର।ସେ ସମୟରେ ଦେବାଶିଷ ଦେଇ ଦେଇଥିଲେ ନିଜ ସିଲିଣ୍ଡର କ

Jyotshna Rani Sahoo

ପାଦ ଖସିଯିବ ବୋଲି କଣ ଚାଲିବିନି ପ୍ରେମ କଲି ଯେ ଏଇ ଏକଦମ୍ ନିର୍ଭୀକ ଝୁଙ୍କି ପଡ଼ିଲେ ଝିଙ୍କିଦିଏ ଭାବାବେଗ ମୁଁ କାହିଁକି କରିବି ତାକୁ ଆୟତ୍ତ କରୁ ଯେତେ କରିପାରିବ ଅଣାୟତ୍ତ। ଭାଙ୍ଗିବାର ଶବ୍ଦ କରିପାରେ କୋଳାହଳ ଏଇ ଏତିକି ମାତ୍ର କଥା ଆଉ କିଛି ବେଶୀ କି! #yqodia #yabhaina

read more
ଖାଲି ଏତିକି ତ


(Read in caption) ପାଦ ଖସିଯିବ ବୋଲି କଣ ଚାଲିବିନି
ପ୍ରେମ କଲି ଯେ ଏଇ ଏକଦମ୍ ନିର୍ଭୀକ
ଝୁଙ୍କି ପଡ଼ିଲେ ଝିଙ୍କିଦିଏ ଭାବାବେଗ
ମୁଁ କାହିଁକି କରିବି ତାକୁ ଆୟତ୍ତ
କରୁ ଯେତେ କରିପାରିବ ଅଣାୟତ୍ତ।

ଭାଙ୍ଗିବାର ଶବ୍ଦ କରିପାରେ କୋଳାହଳ
ଏଇ ଏତିକି ମାତ୍ର କଥା ଆଉ କିଛି ବେଶୀ କି!

Jyotshna Rani Sahoo

ଆଜି ସୋନଲ କେଶ୍ ଆରମ୍ଭ ହେଲା। ସମସ୍ତଙ୍କ ନିଷ୍ଠା, ଯୁବ ସେନାବାହିନୀ ଙ୍କ ନ୍ୟାୟ ପ୍ରତି ଭକ୍ତି ସାମ୍ନାରେ ଏବେ ସବୁ ସମାଜ ର ବାହକ ମାନେ ହାର ମାନିଲେ।ଯୋଗେଶ ରିତୁ ଆଉ ତାଙ୍କ ସେ ଏକତାର ମଶାଲ ଆହୁରି ଉଜ୍ବଳିତ ହେବାକୁ ଲାଗିଲା।ଏକ ଖୁସିର ଲହରୀ ଖେଳିଗଲା।ହେଲେ ଏଟା କଣ ବିଜୟ?ଏହାର ଆରମ୍ଭ ମାତ୍ର ଏ ନ୍ୟାୟ ଯାତ୍ରାର।ବହୁତ୍ ନେତା ,ନ୍ୟାୟର ଦେବତା, ସମ୍ଭ୍ରାନ୍ତ ଶ୍ରେଣୀର ଗଣ୍ୟ ମାନ୍ୟ ବ୍ୟକ୍ତି ରୋକିବାକୁ ଚେଷ୍ଟା କରିଥିଲେ ଆଉ ଏବେ ସେମାନେ ମୁଣ୍ଡ ଆଉଁସୁଛନ୍ତି।ସବୁ ନିଉଜ ଚାନେଲ୍,ଖବର କାଗଜ ରେ ଚହଳ।ଏବେ ଯୋଗେଶ ମାନେ ବି ଜାଣି ଗଲେଣି କି ୟା ଭିତରେ ଯଦି ଏତେ ଲୋକ ମୁଣ୍ଡ ପୁରେଇଛନ୍ତି ମାନେ ଏହା ଏତେବି ସାଧାର #yqodia #paidstory #ଉପନ୍ୟାସ #ଗେହ୍ଲେଇମାମାଲି #yabhaina

read more
  ଗେହ୍ଲେଇ  ମାମାଲି

(ଅନୁଶୀର୍ଷକ ରେ ପଢ଼ନ୍ତୁ)

(ଭାଗ -୬୦)

କ୍ରମଶଃ......... ଆଜି ସୋନଲ କେଶ୍ ଆରମ୍ଭ ହେଲା। ସମସ୍ତଙ୍କ ନିଷ୍ଠା, ଯୁବ ସେନାବାହିନୀ ଙ୍କ ନ୍ୟାୟ ପ୍ରତି ଭକ୍ତି ସାମ୍ନାରେ ଏବେ ସବୁ ସମାଜ ର ବାହକ ମାନେ ହାର ମାନିଲେ।ଯୋଗେଶ ରିତୁ ଆଉ ତାଙ୍କ ସେ ଏକତାର ମଶାଲ ଆହୁରି ଉଜ୍ବଳିତ ହେବାକୁ ଲାଗିଲା।ଏକ ଖୁସିର ଲହରୀ ଖେଳିଗଲା।ହେଲେ ଏଟା କଣ ବିଜୟ?ଏହାର ଆରମ୍ଭ ମାତ୍ର ଏ ନ୍ୟାୟ ଯାତ୍ରାର।ବହୁତ୍ ନେତା ,ନ୍ୟାୟର ଦେବତା, ସମ୍ଭ୍ରାନ୍ତ ଶ୍ରେଣୀର ଗଣ୍ୟ ମାନ୍ୟ ବ୍ୟକ୍ତି ରୋକିବାକୁ ଚେଷ୍ଟା କରିଥିଲେ ଆଉ ଏବେ ସେମାନେ ମୁଣ୍ଡ ଆଉଁସୁଛନ୍ତି।ସବୁ ନିଉଜ ଚାନେଲ୍,ଖବର କାଗଜ ରେ ଚହଳ।ଏବେ ଯୋଗେଶ ମାନେ ବି ଜାଣି ଗଲେଣି କି ୟା ଭିତରେ ଯଦି ଏତେ ଲୋକ ମୁଣ୍ଡ ପୁରେଇଛନ୍ତି ମାନେ ଏହା ଏତେବି ସାଧାର

Jyotshna Rani Sahoo

Prachipragyan Lenka ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା। #yabhaina#munodia#କାବେରୀ#ରଜମଉଜ୨ #ସମସ୍ୟାସମାଧାନ

read more
ପ୍ରଶ୍ନ: ଯଦି ପାଣିର ରଙ୍ଗ ଥାଆନ୍ତା,ତେବେ ସେ ରଙ୍ଗ କିପରି ହୁଅନ୍ତା?
ଉତ୍ତର: ମୁଁ କହିବି ପାଣି ରଙ୍ଗ ବିହୀନ ନୁହଁ।ଯିଏ ସବୁ ରଙ୍ଗକୁ ମୋର କରି ସେଥିରେ ନିଜକୁ ସମାହିତ କରିଦିଏ , ସେ କେମିତି ଗୋଟେ ରଙ୍ଗରେ ବନ୍ଧା ହେଇ ପାରିବ?ତା ପ୍ରେମ ନିରବଚ୍ଛିନ୍ନ।ଦୁନିଆର ସବୁ ରଙ୍ଗ ଜଳ ପରି ହେବା କଥା।

ମୁଁ କହିବି ଜଳର ରଙ୍ଗ ଅଛି ଆଉ ତାହା ହଉଛି"ପ୍ରେମ"ରଙ୍ଗ। Prachipragyan Lenka ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା।
#yabhaina#munodia#କାବେରୀ#ରଜମଉଜ୨ 
#ସମସ୍ୟାସମାଧାନ

Jyotshna Rani Sahoo

#yabhaina#ସମସ୍ୟାସମାଧାନ#କାବେରୀ Adyasha Priyadarshini D ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଚେଷ୍ଟା କରିଛି #ରଜମଉଜ୨

read more
ପ୍ରଶ୍ନ: ବର୍ଷା ଆଉ ଜହ୍ନ ଭିତରୁ କବିର ପ୍ରିୟ କିଏ?
ଉତ୍ତର:
କବିର ଭାବନାର ନିଆଁ କୁ 
ନା ଶାନ୍ତ କରିପାରେ ବରଷା ଧାରା
ନା ଜହ୍ନ ର ଶୀତଳ ଜ୍ୟୋତ୍ସ୍ନା
ତଥାପି ସେ ଖୋଜେ ବାଦଲ କୋଳେ
ଲୁଚି ରହିଥିବା ଜଳର ବିନ୍ଦୁରେ
ତା ପ୍ରେମିକା ର ସ୍ମୃତି ସବୁକୁ
ଆଉ କେବେ ଖୋଜେ 
ଜ୍ୟୋତ୍ସ୍ନା ର ଓଢ଼ଣି ତଳେ
ଜହ୍ନ ଠୁ ସୁନ୍ଦର ତା ପ୍ରିୟା ର ମୁଖକୁ
ବର୍ଷା ଆସେ ମେଘ ସାଙ୍ଗେ
ଆଉ ଜହ୍ନ ଲୁଚିଯାଏ ଅମାବାସ୍ୟା ସାଙ୍ଗେ
ହେଲେ ନା କବିର ଭାବନା ଅଟକି ଯାଏ ନା ଭାବନା
ପୁଣି ସେ କେବେ ତାରା ରେ କେବେ ନଦୀରେ
କେବେ ସୁରୂଜ ରେ କେବେ ଝରଣା ରେ
କୋଣେ କୋଣେ ଅନୁକୋଣେ ଖୋଜେ ତା କଳ୍ପନା
କବିର ସବୁଠୁ ପ୍ରିୟ ତା କଲମ ସ୍ୟାହି ଆଉ ଭାବନା #yabhaina#ସମସ୍ୟାସମାଧାନ#କାବେରୀ
Adyasha Priyadarshini D ଆପଣଙ୍କ ପ୍ରଶ୍ନ ର ଉତ୍ତର ଦେବାକୁ ଚେଷ୍ଟା କରିଛି
#ରଜମଉଜ୨


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile