Nojoto: Largest Storytelling Platform

Best ହାସ୍ୟରସ Shayari, Status, Quotes, Stories

Find the Best ହାସ୍ୟରସ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Rk Rakesh Kumar

ଆଜି ସନ୍ଧ୍ୟା ରେ ଟିଉସନ୍ ଟିକେ ଜଲଦି ସରିଗଲା। ଗୁରୁମା ତାଙ୍କ ଜନ୍ମାଷ୍ଟମୀ ଓଷା ପାଇଁ ଶୀଘ୍ର ଛୁଟି କରି ଦେଲେ। ତାପରେ ମୋ ଖୁସି ତ କହିଲେ ନ ସରେ। ଘରେ ବହି ବସ୍ତାନି ଫୋପାଡି ଦେଇକି ସାଇକେଲ ଧରି ବାହାରିଲି ଗାଁ ବଜାରକୁ। ବୋଉ କୁ କହିଲି ବୋଉ ଲୋ ୫୦ ଟଙ୍କା ଦେ ନା କଣ ଖାଇବି କିଣିକି। ବୋଉ ତା କାନିର ଗଣ୍ଠି ଫିଟେଇ ଦେଖିଲା ୨୦ ଟଙ୍କା ଥିଲା। ତା ପରେ ଦଉଡ଼ି ଗଲା ରୋଷେଇ ଘର ଆଡ଼କୁ। ସେଠୁ କୋଉ ଡବା ଗୋଟେ ଅଣ୍ଡାଳିକି ଆଉ ୨୦ ଟଙ୍କା ଖୁଚୁରା ଆଣିକି ଦେଲା। ମତେ କହିଲା ଏତିକି ଅଛି ଯା ସେଇ ଥିରେ କଣ କିଣିକି ଖାଇ ଦବୁ। ହାଫ୍ ପ୍ୟାଣ୍ଟ୍ ରେ ମୋର ଚେନ୍ ଦିଆ ପକେଟ୍। ସେଇଥିରେ ୪୦ ଟଙ୍କା ପୁରେଇକି ଚେନ୍ ଦେଇକି ପ #Rinku #yqodia #Yqbhaina #muodia #କ୍ଷଦ୍ରଗଳ୍ପ #rinkuodia #ପାରିବାରିକ #ହାସ୍ୟରସ

read more
"ଝୁଡ଼ଙ୍ଗ"
(ଅନୁଶୀର୍ଷକ ରେ ପଢ଼ନ୍ତୁ ସମ୍ପୂର୍ଣ କାହାଣୀ) ଆଜି ସନ୍ଧ୍ୟା ରେ ଟିଉସନ୍ ଟିକେ ଜଲଦି ସରିଗଲା। ଗୁରୁମା ତାଙ୍କ ଜନ୍ମାଷ୍ଟମୀ ଓଷା ପାଇଁ ଶୀଘ୍ର ଛୁଟି କରି ଦେଲେ। ତାପରେ ମୋ ଖୁସି ତ କହିଲେ ନ ସରେ। ଘରେ ବହି ବସ୍ତାନି ଫୋପାଡି ଦେଇକି ସାଇକେଲ ଧରି ବାହାରିଲି ଗାଁ ବଜାରକୁ। ବୋଉ କୁ କହିଲି ବୋଉ ଲୋ ୫୦ ଟଙ୍କା ଦେ ନା କଣ ଖାଇବି କିଣିକି। ବୋଉ ତା କାନିର ଗଣ୍ଠି ଫିଟେଇ ଦେଖିଲା ୨୦ ଟଙ୍କା ଥିଲା। ତା ପରେ ଦଉଡ଼ି ଗଲା ରୋଷେଇ ଘର ଆଡ଼କୁ। ସେଠୁ କୋଉ ଡବା ଗୋଟେ ଅଣ୍ଡାଳିକି ଆଉ ୨୦ ଟଙ୍କା ଖୁଚୁରା ଆଣିକି ଦେଲା। ମତେ କହିଲା ଏତିକି ଅଛି ଯା ସେଇ ଥିରେ କଣ କିଣିକି ଖାଇ ଦବୁ। ହାଫ୍ ପ୍ୟାଣ୍ଟ୍ ରେ ମୋର ଚେନ୍ ଦିଆ ପକେଟ୍। ସେଇଥିରେ ୪୦ ଟଙ୍କା ପୁରେଇକି ଚେନ୍ ଦେଇକି ପ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile