Find the Latest Status about happy nuakhai images from top creators only on Nojoto App. Also find trending photos & videos about, happy nuakhai images.
Papu
ଛୁଆ ହଉ କି ବୁଢା ହଉ, କି ହେଇଥଉ ସେ ଜୁଆନ୍ ଆମର୍ ତିହାର୍ ମନାମା ସଭେ ମିଶି କରି ସାନ୍ ସିଆନ୍ ମାଁ-ବୁଆ, କକା-କାକୀ, ବବା-ବଡ଼ି ଆର୍ ଆମର୍ ଅଜା-ଆଈ ରାଗ୍ ରିଷା ଭୁଲି ହଁସି ଖୁସି କରି ସଭେ ମନାମା "ନୂଆଁଖାଇ" ଧନୀ ଗରିବ୍ ଏକାସାରି ସଭେ ଗୁଟେ ଠାନେ ଗୁଟେ ମାଟି ଭାଇଚାରା ସାଙ୍ଗେ ଭାବର୍ ପୀରତି ଗାଁ ଥିଁ ଦେମା ନ ବାଆଁଟି ମହାନଦୀର୍ ପାଏନ୍ ଝରୁଥାଉ ଇନ, ନାଇଁ ରହୁ ମରୁଡ଼ିର୍ ଲଟ୍ କନା ସବୁ ପେଟ୍ କେ ଆହାର୍ ମିଲୁ, ଭାତ୍ ହାଁଣି କେଭେଁ ନାଇଁ ହଉ ଉନା ସମଲେଇ ମାଁ ଠାନେ ଖାଲି କରୁଛେଁ ଗୁହାରି, କେଭେ ନାଇଁ ହଉ ଚାଷୀର୍ ହାର୍ ଭୁଦୋ ମାସର୍ ପରବ୍ ଆମର୍, ସମକୁ ମୋର୍ "ନୂଆଁଖାଇ ଜୁହାର୍" #ନୁଆଖାଇ_ଜୁହାର୍ #ଚାଷୀର୍_ପରବ୍ #farmers_festival #NUAKHAI #culture_of_Western_Odisha #nojotoodia #nojoto
#ନୁଆଖାଇ_ଜୁହାର୍ #ଚାଷୀର୍_ପରବ୍ #farmers_festival #NUAKHAI #culture_of_Western_Odisha #nojotoodia nojoto
read moreSoumya Ranjan Mishra
The Western Odia #nuakhai #nuakhaijuhar #thewesternodia #sambalpuri #yqsambalpur #yqsambalpuri #koshli#koshal
Digitalkhabar
Happy Diwali wishes in Hindi , shubh diwali in hindi, Happy diwali iMages #diwaliWishesinhindi #Beautifuldiwaliwishesinhindi #Diwaliimages
Happy Diwali wishes in Hindi , shubh diwali in hindi, Happy diwali iMages #diwaliWishesinhindi #Beautifuldiwaliwishesinhindi Diwaliimages #shubhdiwali #Diwaliimagesforwhatsapp
read moreSoumya Ranjan Mishra
କୋଶଲ୍ ମାଟିର୍ ମହତ୍ ପରବ୍ ଆମର୍ ନୂଆଁଖାଇ ନୂଆଁ ଫସଲର୍ ପୂଜା ପାଏସି ମାଁ ସମଲେଇ ଗର୍ଜି ଯାଏସି ଅଞ୍ଚଲ୍ ଟା ଭେଟ୍ ଘାଟ୍ ବେଲେ ମହକୁଥିସି ଘର୍ ଦୁଆର୍ ଛନା ପନା ହେଲେ ହାତ୍ ଯୁଡ଼ି ପାଦେ ପଡ଼ି ପହେଲେ ମାଁ କେ ଜୁହାର୍ ଫସଲ୍ ଆର୍ ପରିବାର୍ ର ସୁଖର୍ କରି ଗୁହାର୍ ବଡ଼୍ ଲୁକର୍ ଆଶୀର୍ବାଦ୍ ଆର୍ ସାନର୍ ପ୍ରେମ୍ ପାଇ ହଁସି ଖେଲି ସଭେ ଯାକର୍ ମାନ୍ସୁଁ ନୂଆଁଖାଇ 🙏🏻 #ନୂଆଁଖାଇ #koshal #nuakhai #thewesternodia #life #people #culture #india
Soumya Ranjan Mishra
ଆସୁଛେ ନୂଆଁଖାଇ ଧାନ୍ ମାନ୍ ସମ୍ମାନ୍ ନେଇ ସୁଖ୍ ଦୁଃଖ୍ ର ଜୀବନ୍ ବହି ପଢ଼ମା ସଭେ ସାଂଗେ ରହି ଜୀବନର୍ କାଏଁ ଆଏତ୍ ରେ ଭାଇ ଆଏଜ୍ ଅଛେ ସେ କାଏଲ୍ କେ ନାଇ ହଁସି ହଁସି ସବୁ ଦୁଃଖ୍ ସହି ସୁଖ୍ ପାଏମା ଜୁହାର୍ କହି #ନୂଆଁଖାଇ #nuakhai #sambalpuriquotes #koshli #life #festival #odiawritings #love
#ନୂଆଁଖାଇ #NUAKHAI #sambalpuriquotes #Koshli life #Festival #odiawritings love
read more