Nojoto: Largest Storytelling Platform

Best yqodiakabita Shayari, Status, Quotes, Stories

Find the Best yqodiakabita Shayari, Status, Quotes from top creators only on Gokahani App. Also find trending photos & videos about

  • 4 Followers
  • 5 Stories

Rajeswari Rath

ମୋ ମାଆ.. This poem tells about the relationship between mother and daughter.how does a mother raise a daughter and after her marriage she becomes alien. #yqodia #yqodiawriting #yqodiawriters #yqodiapoetry #yqodiakabita

read more
              ମୋ ମାଆ 

ଆଖିରେ ତୋର ଆଖି ମିଶାଇ 
କଥା କହି ତତେ ମୁଁ ଦିଏ ହସାଈ ।।

ସବୁ ଅଳି ମୋର ସହି ଯାଉ ତୁହି 
ଶୁଖିଲା ମୁହଁକୁ ମୋ ଚାହିଁ ।।

ଜୀବନରେ କେବେ ସୁଝି ପାରିବିନି ତୋ ଋଣ 
କୋଳରେ ବସାଇ ଖୁଆଇଛୁ ଯେ ଭାତ ତିଅଣ ।।

ସଭିଁଏ କୁହନ୍ତି ଝିଅ ନୁହେଁ ନିଜର 
କରିଛୁ ତୁ ମତେ ଅତି ଆପଣାର ।।

ମୁଁ ତୋର ଗେହ୍ଲି ଝିଅ ଯିବି ଯେବେ ଶାଶୁଘର 
ମାଁ ଯେ ମୋର କରିଦେବୁନି ମତେ ପର ।।

ପଣତ କାନିରେ ରଖିବୁ ଘୋଡାଇ 
ନେଇଯିବ କିଏ ମତେ ତୋ ଠାରୁ ଚୋରାଇ ।। ମୋ ମାଆ..

This poem tells about the relationship between mother and daughter.how does a mother raise a daughter and after her marriage she becomes alien.
#yqodia 
#yqodiawriting 
#yqodiawriters 
#yqodiapoetry 
#yqodiakabita

Rajeswari Rath

#secondquote father's day ke liye ek achisi odia kavita #yqodiawriting #yqodiapoet #yqodia #yqodiapoetry #yqodiakabita #yqodiawriting

read more
                      ମୋ ବାପା 

ବାପା ତୁମେ ମୋର,
                   ସବୁବେଳେ କର ମତେ ଆଦର।।

ହାତ ଧରି ଚାଲିବା ଶିଖେଇଲ,
                    କରି ମତେ ଗେଲ।।

ଥିଲି ମୁଁ ନିଜର ଥିବି ମୁଁ ନିଜର,
                     କରିବ ନାହିଁ କେବେ ସାତପର।।

ସଭିଙ୍କୁ କୁହେ ଝିଅ ମୁଁ ବାପାର,
                       ପରିବାରର ମୁଖିଆ ଆମର।।

ଆଖି ପଲକରେ ରଖିଛ ସଜାଇ, 
               ଅଶ୍ରୁର ସାଗରରେ କିଏ ନେବ ମତେ ଭସାଇ ।।

ମୋର ବାପା ମୋର ଜୀବନ,
             ମତେ ନେଇ ଦେଖ ତୁମେ କେତେ ଯେ ସପନ।।

ପୂରା କରିବି ମୁଁ ଲକ୍ଷ୍ଯ ତୁମର,
                ଝିଅ ମୁଁ ତୁମ ଆଖି ପଲକର।।
                                 
                                   Rajeswari   #secondquote father's day ke liye ek achisi odia kavita 
 #yqodiawriting 
#yqodiapoet
#yqodia 
#yqodiapoetry 
#yqodiakabita 
#yqodiawriting

Krishnaa (Krishnaa)

#କିଛି କଥା କିଛି ବ୍ୟଥା #କ୍ଷତାକ୍ତ_ଅତୀତ #yqodiakabita #Yqbhaina

read more
ତୁମେ ଚାଲିଗଲ ଅଜଣା ରାଇଜେ,
ମୁଁ ରହିଅଛି ଏଠି..
ତୁମେ ହଜିଗଲ ଅଗନା ବନସ୍ତେ,
ମୁଁ ଖୋଜୁଅଛି ଏଠି..
ଚାଲିଗଲ କିମ୍ବା ହଜିଗଲ ତୁମେ,
ପାରୁନି ତ ମୁଁ ଜାଣି..
ମିଛରେ କିମ୍ବା ସତରେ ତୁମେ,
ଯାଇନ ତ ଜାଣିଶୁଣି..
 #କିଛି କଥା କିଛି ବ୍ୟଥା #କ୍ଷତାକ୍ତ_ଅତୀତ #yqodiakabita #yqbhaina

k. Mishra

ଅପହଞ୍ଚ #yqodiapoetry #yqodiakabita #Yqbhaina #yqodia

read more
ସବୁ ଲୁହ ସରିଗଲେ,

କାନ୍ଦିବାକୁ ଖୋଜୁ ଥାଏ ଆଖି,

ସବୁ ନଦୀ ଶୁଖି ଗଲେ ସମୁଦ୍ର କି ରହେ ତାର ସାକ୍ଷୀ,

ସବୁ କଥା କହି ଦେଲେ,

ଖାଲି ରହେ ମନ ର ଅଗଣା,

ନୁଆ ଦୁଃଖ ଆସି ଗଲେ

ସବୁ ପୁଣି  ଲାଗଇ ଅଜଣା,

କେମିତି ବୁଝିବ ତମେ,

ବୁଝେଇଵି କିପରି ଭାଷା ରେ,

ଜହତ ଅବୁଝା ଥିଲ

ରହିଗଲା ଦୁରନ୍ତ ଆଶା ରେ..........
                            
      







 

 
     ଅପହଞ୍ଚ #yqodiapoetry #yqodiakabita  #yqbhaina #yqodia

Jyotshna Rani Sahoo

#YourQuoteAndMine Collaborating with Subrat Jena #Yqbhaina#yqodiakabita#odiawriting

read more
ମୁଁ  ମୋ ନିଜ ଭାବନା ରେ ହଜିଛି
ହୁଏ ତ ମୁଁ ବି ନିଜକୁ ଖୋଜୁଛି
କେବେ ସମାଜ ଶିଙ୍କୁଳି କେବେ ମାୟାର ବନ୍ଧନ
ଏବେ ନିଜର ନୁହେଁ ମୋ ନିଜ ଜୀବନ।
ଜଦି କେବେ ନିଜକୁ ଖୋଜି ପାଏ
ପୁଣି ଦ୍ଵନ୍ଦ କ୍ଳେଶ ମିଥ୍ୟା ଆଉ ଅପମାନ,
ମତେ ସେ ଭାବନା ପଞ୍ଚୁରୀରେ ବନ୍ଦୀ କରିଦିଏ।

  #YourQuoteAndMine
Collaborating with Subrat Jena
#yqbhaina#yqodiakabita#odiawriting


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile